ଦିନକୁ ପ୍ରାୟ ୫୦ ଲକ୍ଷ ଟଙ୍କାର ବେଆଇନ ବାଲି ଚାଲାଣ
by Argus News
Fri, Apr 12 | 9:29 p.m.

ଅର୍ଗସ ବ୍ୟୁରୋ:  ଯାଜପୁର ନିର୍ବାଚନମଣ୍ଡଳୀର କମଳପୁର ଘାଟର। ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି ଦିୀନରେ ନା ବାଲି ଲୋଡିଂ ହେବ ନା ଟ୍ରାନସପୋଟ୍ରିଂ। ହେଲେ ନିୟମକୁ ଫୁ କରି ଚାଲିଛି ବେଆଇନ ବାଲି ଚୋରି। ଗାଁ ଲୋକ ପ୍ରତିବାଦ କଲେ ମିଳୁଛି ଧମକ। ଲୋକଙ୍କ ଧମକ ଏହା ପଛରେ ରହିଛି ସ୍ଥାନୀୟ ବିଧାୟକ ତଥା ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶ।କମଳପୁର ଭଳି ଆଉ ଦୁଇ ଘାଟରୁ ବି ହେଉଛି ବେଆଇନ ବାଲି ଚୋରି । ଶହ ଶହ ଟ୍ରକରେ ହେଉଛି ବାଲି ଚାଲାଣ। ନା କାଗଜପତ୍ର ଅଛି ନା ଅନୁମତି ଅଛି।

3 ଘାଟରୁ ପ୍ରତିଦିନ ପ୍ରାୟ 50 ଲକ୍ଷ ଟଙ୍କାର ବେଆଇନ ବାଲି ଚାଲାଣ ହେଉଛି । ହେଲେ ପୋଲିସ ଚୁପ୍, ଖଣି ବିଭାଗ ବି ଚୁପ୍। ଯାଜପୁରର ଏ ବାଲିଘାଟ ଭାତହାଣ୍ଡିରୁ ଗୋଟିଏ। ସାରା ରାଜ୍ୟରେ ଚାଲିଛି ବେଆଇନ ବାଲି ଚାଲାଣ । ଅଭିଯୋଗ ହୋଉଛି ବିଜେଡି ପାଣ୍ଠି ସଂଗ୍ରହର ବଡ଼ ମାଧ୍ୟମ ପାଲଟିଛି ବାଲି ଚୋରି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ