ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ଆକଳନ
by Argus News
Mon, Apr 15 | 4:24 p.m.

ଅର୍ଗସ ବ୍ୟୁରୋ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ନେଇ ପ୍ରେସମିଟ୍ କରିଛି ଭାରତୀୟ ପାଣିପାଗ ବିଭାଗ । ଚଳତବର୍ଷ ସ୍ଵାଭାବିକ ଠାରୁ ଅଧିକ ବର୍ଷା ହେବ । ଚଳିତବର୍ଷ ୧୦୬ ପ୍ରତିଶତ ବର୍ଷା ହୋଇପାରେ । ସମଗ୍ର ଭାରତ ବର୍ଷରେ ଜୁନରୁ ସେପ୍ଟେମ୍ବର ମାସରେ ୮୭ ପ୍ରତିଶତ ବର୍ଷା ହୋଇଥାଏ । ଚଳିତ ବର୍ଷ ଏହାଠୁ ପ୍ଲସ +୫ , -୫ ମାଇନସ ପ୍ରତିଶତ ବର୍ଷା  ହେବ । ସ୍ୱାଭାବିକ ଠାରୁ ଟିକେ ଅଧିକ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।  

ଆଗାମୀ 5 ଦିନ ନିସ୍ତାର ନାହିଁ, 4 ରୁ 5 ଡିଗ୍ରୀ ବଢିବ ତାପମାତ୍ରା

ଓଡିଶା ସମେତ ପୂର୍ବ ଭାରତରେ ସଧାରଣ ଠୁ ଅଳ୍ପ ବର୍ଷା ହୋଇପାରେ । ୯୦ ରୁ ୯୬ ପ୍ରତିଶତ ବର୍ଷା ହେବ । ଚଳିତ ବର୍ଷ ଏଲିନୋର ପ୍ରଭାବ ହ୍ରାସ ପାଇବ । ତେଣୁ ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି । ମେ ମାସ ମଧ୍ୟ ଭାଗରେ ମୌସୁମୀ କେରଳ ଛୁଇଁ ପାରେ ।

ଆହୁରି ପଢନ୍ତୁ ପାଣିପାଗ ଖବର...
 

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି