ଅଲିମ୍ପିକ୍ସ ପୁରୁଷ ହକି ସେମିଫାଇନାଲରେ ଭାରତ: ସୁଟଆଉଟରେ ଗ୍ରେଟ ବ୍ରିଟେନକୁ ୪-୨ ଗୋଲରେ ହରାଇଲା ଭାରତ
by Argus News
Sun, Aug 04 | 4:05 p.m.

ଅର୍ଗସ ବ୍ୟୁରୋ: ଅଲିମ୍ପିକ୍ସ ପୁରୁଷ ହକି ସେମିଫାଇନାଲରେ ଭାରତ । କ୍ୱାଟର୍ସରେ ଗ୍ରେଟ୍ ବ୍ରିଟେନକୁ ହରାଇ ସେମିରେ ପ୍ରବେଶ କରିଛି ଭାରତ । ସୁଟ୍ ଆଉଟରେ ୪-୨ ଗୋଲରେ ଗ୍ରେଟ ବ୍ରିଟେନ ବିପକ୍ଷରେ ଜିତିଲା ଭାରତ । 

ନିର୍ଦ୍ଧାରିତ ସମୟରେ ୧-୧ ଗୋଲରେ ଡ୍ର ହୋଇଥିଲା ମ୍ୟାଚ । ସୁଟ ଆଉଟ ଗୋଲ ବେଳେ ଚମତ୍କାର ପ୍ରଦର୍ଶନ କରିଥିଲେ ଗୋଲକିପର ଶ୍ରୀଜେଶ । ଏହି ବିଜୟ ସହ ଭାରତ ଏବେ ସେମିଫାଇନାଲରେ ପ୍ରବେଶ କରିଛି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ଭୃଷଙ୍ଗ ପତ୍ର
12m ago
ଔଷଧୀୟ ଗୁଣରେ ଭରପୂର ଭୃଷଙ୍ଗ ପତ୍ର
ଅର୍ଗସ ବ୍ୟୁରୋ: ଯଦି ଆପଣ ମଧ୍ୟ ଭାବୁଛନ୍ତି ଯେ ଔଷଧୀୟ ଗୁଣରେ ଭରପୂର ଭୃଷଙ୍ଗ ପତ୍ର କେବଳ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ବ୍ୟବହାର ହୁଏ, ତେବେ ଆପଣ ଏହି ଭୁଲ ଧାରଣାକୁ ହଟାଇବା ଉଚିତ୍ ଭୃଷଙ୍
ଆଦିବାସୀ
17m ago
ନୟାଗଡ ଜିଲ୍ଲାରେ ଆଦିବାସୀ ଗାଁରେ ଦନନୀୟ ସ୍ଥିତି
ନୟାଗଡ: ନୟାଗଡ ଜିଲ୍ଲାରେ ଆଦିବାସୀ ଗାଁରେ ଦନନୀୟ ସ୍ଥିତି । ଜିଲ୍ଲାର ୧୬୭୨ଟି ଆଦିବାସୀ ଗାଁରେ ଏଯାଏଁ ପହଂଚିନି ମୈଳିକ ସୁବିଧା । ସ୍ୱାଧୀନତାର ସାତ ଦଶନ୍ଧି ବିତି ଯାଇଥିଲେବି କେଉଁଠ
ଭାଙ୍ଗିଲା ଦଶହରା ତୋରଣ
20m ago
ସାମାନ୍ୟ ପବନରେ ଭାଙ୍ଗିଲା ଦଶହରା ତୋରଣ
କଟକ: ସାମାନ୍ୟ ପବନରେ ଭାଙ୍ଗିଲା ଦଶହରା ପାଇଁ ବନ୍ଧା ଯାଇଥିବା ବାଉଁଶ ଗେଟ୍ । ଗେଟ୍ ତଳେ ଚାପି ହୋଇ ରହିଛି 5ଟି ବାଇକ୍, ଗୋଟିଏ କାର ଓ ଟାଟା ଏସି । କାହାର କୌଣସି କ୍ଷତି ହୋଇନଥିବା ଜଣାପଡିଛ