ଡେପ୍‌ସାଙ୍ଗ ଓ ଡେମ୍‌ଚୋକ୍‌ରେ ଭାରତ-ଚୀନ ସେନା ପାଟ୍ରୋଲିଂ ଆରମ୍ଭ
by Argus News
Thu, Oct 31 | 8:30 a.m.

ଅର୍ଗସ ବ୍ୟୁରୋ: ଡେପ୍‌ସାଙ୍ଗ ଓ ଡେମ୍‌ଚୋକ୍‌ରେ ଭାରତ-ଚୀନ ସେନା ପାଟ୍ରୋଲିଂ ଆରମ୍ଭ । LAC ବୁଝାମଣା ଅନୁସାରେ ଶେଷ ହୋଇଥିଲା ସେନା ପ୍ରତ୍ୟାହାର । ଡେପସାଙ୍ଗ ଓ ଡେମଚୋକରେ 4 ବର୍ଷ ପୂର୍ବରୁ ଯେପରି ପାଟ୍ରୋଲିଂ ହେଉଥିଲା, ସେହି ଧାରା ପୁନଃ ଆରମ୍ଭ କରାଯିବ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ମଧ୍ୟରେ ହୋଇଥିବା ଦ୍ବିପାକ୍ଷିକ ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଥିଲା । ଉଭୟ ଦେଶର ସେନା ପଛକୁ ହଟିବା ନେଇ ଅକ୍ଟୋବର ୨୧ ତାରିଖରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା।

ଅଧିକ ପଢ଼ନ୍ତୁ ଭାରତ ଖବର 
 

ଧାନ ମଣ୍ଡି
31m ago
ଖୁବଶୀଘ୍ର ରାଜ୍ୟରେ ଖୋଲିବ ଧାନ ମଣ୍ଡି
ଅର୍ଗସ ବ୍ୟୁରୋ: ଖୁବଶୀଘ୍ର ରାଜ୍ୟରେ ଖୋଲିବ ଧାନ ମଣ୍ଡି । ଧାନ କିଣାବିକା ସମୟରେ ଦଲାଲ ସକ୍ରିୟ ହେବାର ଆଶଙ୍କା ରହିଛି । ଏଥି ପାଇଁ ଦଲାଲଙ୍କ ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେ
ବଲ୍ଲଭଭାଇ ପଟେଲ
ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ମନେପକାଉଛି ସାରା ଦେଶ
ଅର୍ଗସ ବ୍ୟୁରୋ: ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଆଜି ମନେପକାଉଛି ସାରା ଦେଶ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୁଜରାଟର କେଭାଡିଆ‍ର ଷ୍ଟାଚ୍ୟୁ ଅଫ୍ ୟୁନିଟିର
ଜମିବାଡ଼ି ବିବାଦ
ଜମିବାଡ଼ି ବିବାଦ ନେଲା ଉଗ୍ରରୂପ: ଚାଲିଗଲା ବାପପୁଅଙ୍କ ଜୀବନ
ଅର୍ଗସ ବ୍ୟୁରୋ: ଜମିବାଡ଼ି ବିବାଦ ନେଲା ଉଗ୍ରରୂପ। ଗୋଟିଏ ପକ୍ଷର ଆକ୍ରମଣରେ ଅପରପକ୍ଷର ବାପପୁଅଙ୍କର ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ପୁରୀ ଜିଲ୍ଲାରେ। ମୃତକ ହେଲେ ରବି ସ୍ୱାଇଁ ଓ ତାଙ୍