କାନପୁର ଟେଷ୍ଟରେ ଭାରତର ଦମଦାର ବିଜୟ 
by Argus News
Tue, Oct 01 | 2:09 p.m.

ନୂଆଦିଲ୍ଲୀ:  କାନପୁର ଟେଷ୍ଟରେ ଭାରତର ଦମଦାର ବିଜୟ। ବାଂଲାଦେଶ ପକ୍ଷରୁ ଦିଆଯାଇଥିବା ୯୫ ରନର ଟାର୍ଗେଟକୁ ଭାରତ ୩ ୱିକେଟ ହରାଇ ହାସଲ କରି ନେଇଛି। ପୂର୍ବରୁ ଭାରତୀୟ ବୋଲରଙ୍କୁ ସାମ୍ନା କରି ନପାରି ବାଂଲାଦେଶ ଦ୍ବିତୀୟ ଇଂନିସରେ ମାତ୍ର ୧୪୬ ରନରେ ଅଲଆଉଟ ହୋଇଛି।

ଫଳରେ କାନପୁର ଟେଷ୍ଟରେ ଭାରତ ଆଗରେ ରହିଥିଲା ୯୫ ରନର ବିଜୟ ଲକ୍ଷ୍ୟ। ଭାରତ ପକ୍ଷରୁ ଅଶ୍ବିନୀ, ଜାଡେଜା, ବୁମରା ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଆକାଶଦୀପ ଗୋଟିଏ ୱିକେଟ ନେଇଛନ୍ତି। ବାଂଲାଦେଶ ପ୍ରଥମ ଇଂନିସରେ ୨୩୩ ରନ କରିଥିବା ବେଳେ ଟିମ ଇଣ୍ଡିଆ ୨୮୫ ରନ କରି ଇଂନିସ ଘୋଷଣା କରିଥିଲା। କାନପୁର ଟେଷ୍ଟରେ ବର୍ଷା ପାଇଁ ଦୁଇ ଦିନର ଖେଳ ବାତିଲ ହୋଇଥିଲା। 

ଅଧିକ ପଢନ୍ତୁ କ୍ରୀଡା ଖବର 

ଲକ୍ଷ୍ମୀ ବସ
now
ଲକ୍ଷ୍ମୀ ବସ-ସ୍କୁଟି ମୁହାଁମୁହିଁ
ଅର୍ଗସ ବ୍ୟୁରୋ: ଆସୁଥିଲେ ମେଡିକାଲକୁ ଡ୍ୟୁଟି । ହେଲେ ସାମ୍ନାରୁ ଆସି ଧକ୍କା ଦେଲା ଲକ୍ଷ୍ମୀ ବସ। ଦୁର୍ଘଟଣାରେ ଗୁରୁତର ହେଲେ ଷ୍ଟାଫ ନର୍ସ। ଏଭଳି ଘଟଣା ଘଟିଛି ଉଦଳା ଥାନା ପିସିପୁର ଛ
ଗୁଳି ବାଜିବା ପରେ
28m ago
ଗୁଳି ବାଜିବା ପରେ ପ୍ରକାଶ ପାଇଲା ଗୋବିନ୍ଦାଙ୍କ ପ୍ରତିକ୍ରିୟା‌: କହିଲେ ଭଲ ଅଛି
ଅର୍ଗସ ବ୍ୟୁରୋ: ଅକ୍ଟୋବର ପହିଲା ବା ମଙ୍ଗଳବାର ଦିନ ଗୁଳି ଆଘାତ ପାଇ ସକାଳୁ ସକାଳୁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ଅଭିନେତା ଗୋବିନ୍ଦା। ହସ୍ପିଟାଲ୍‌ରେ ଭର୍ତ୍ତି ହେବ
ଟିମ୍ ଇଣ୍ଡିଆ
49m ago
ଟେଷ୍ଟରେ ଟି୨୦ର ଜଲୱା,ଟିମ୍ ଇଣ୍ଡିଆର ଐତିହାସିକ ବିଜୟ
ଅର୍ଗସ ବ୍ୟୁରୋ:ଗର୍ଜିଲା ଜୈସ୍ୱାଲଙ୍କ ବ୍ୟାଟ୍ ଖେଳିଲେ ୫୧ ରନର ଧୂଆଁଦାର ଅର୍ଦ୍ଧଶତକୀୟପାରି,ଅଶ୍ବିନ-ବୁମରାଙ୍କ ଘାଇଲା ବୋଲିରେଚିତପଟାଙ୍ଗ ମାରିଲେ ବାଂଲା ବ୍ୟାଟର।କାନପୁର ଟେଷ୍ଟର