ମିଳିତ ଜାତିସଂଘରେ ପୁଣି ଥରେ ପାକିସ୍ତାନକୁ ଭାରତର କଡା ଜବାବ
by Argus News
Fri, Jun 28 | 7:35 a.m.

ଅର୍ଗସ ବ୍ୟୁରୋ:  ମିଳିତ ଜାତିସଂଘରେ ପୁଣି ଥରେ ପାକିସ୍ତାନକୁ ଭାରତର କଡା ଜବାବ। ବାରମ୍ବାର ସମାଲୋଚିତ ହେବା ପରେ ମଧ୍ୟ ଜମ୍ମୁ କଶ୍ମୀର ପ୍ରସଙ୍ଗକୁ ନେଇ ମିଥ୍ୟା ତଥ୍ୟ ଦେବା ବନ୍ଦ କରୁନି ପାକିସ୍ତାନ। ପୁଣିଥରେ ଜାତିସଂଘରେ ଜମ୍ମୁ-କଶ୍ମୀର ଉପରେ ଭିତ୍ତିହୀନ ମନ୍ତବ୍ୟ ଦେଇଛନ୍ତି  ପାକିସ୍ତାନ ପ୍ରତିନିଧୀ । ଏହାକୁ ବିରୋଧ କରି ଜାତିସଂଘରେ ପର୍ମାନେଣ୍ଟ ମିଶନ ପ୍ରତିନିଧୀ ପ୍ରତୀକ ମାଥୁର କଡା ଜବାବ ଦେଇଛନ୍ତି। ପାକିସ୍ତାନ ପ୍ରତିନିଧୀ ମୁନିର ଆକ୍ରମ ଙ୍କ ଏହି ମନ୍ତବ୍ୟକୁ ରାଜନୈତିକ ଉଦ୍ଦେଶ୍ୟମୂଳକ ଏବଂ ଭିତ୍ତିହୀନ ବୋଲି ବର୍ଣ୍ଣନା କରିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦରେ ଶିଶୁ ତଥା ସଶସ୍ତ୍ର ବିବାଦ ଉପରେ ଖୋଲା ବିତର୍କ ବେଳେ , ଜମ୍ମୁ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଶ। ଏହାକୁ ନେଇ କୈାଣସି ଭୁଲ୍ ମନ୍ତବ୍ୟକୁ ଭାରତ ଗ୍ରହଣ କରିବ ନାହିଁ ବୋଲି କହିଥିଲେ ଜାତିସଂଘରେ ଭାରତ ପ୍ରତିନିଧୀ ପ୍ରତୀକ ମାଥୁର।

ଅଧିକ ପଢ଼ନ୍ତୁ ଦେଶ ଖବର:

ସୂର୍ଯ୍ୟକୁମାର ୟାଦବ
57m ago
କ୍ୟାଚ୍ ର ରାଜ୍ କହିଲେ ସୂର୍ଯ୍ୟକୁମାର...
ଅର୍ଗସ ବ୍ୟୁରୋ: ସୂର୍ଯ୍ୟକୁମାର ୟାଦବ । କାଲିଠୁ ପ୍ରତିଟି ଭାରତୀୟଙ୍କ ମୁହଁରେ ତାଙ୍କ ନାଁ । ସବୁଠି ତାଙ୍କର ଭୁରି ଭୁରି ପ୍ରଶଂସା । ତାଙ୍କର ସେହି କ୍ୟାଚ୍ କୁ ନେଇ ଚର୍ଚ୍ଚା ବି ଜୋର୍
ମନୋଜ ଆହୁଜା
ଦାୟିତ୍ୱ ଗ୍ରହଣ କଲେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା
ଭୁବନେଶ୍ୱର: ଦାୟିତ୍ୱ ଗ୍ରହଣ କଲେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ମନୋଜ ଆହୁଜା । ଲୋକସେବା ଭବନରେ ଦାୟିତ୍ୱ ନେଲେ ମନୋଜ ଆହୁଜା
ସ୍ୱାଦ ଓଡ଼ିଶା
ସ୍ୱାଦ ଓଡ଼ିଶା ସିଜନ-୨ ; ଆଜି ରାତି 9 ଟା 30,କେବଳ ଅର୍ଗସ ନ୍ୟୁଜରେ
ଭୁବନେଶ୍ୱର: ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର ଆସିବାରୁ swad odisha Season 2 ର ପ୍ରସାରଣ ସମୟରେ ପରିବର୍ତ୍ତନ ହୋଇଛି । ଆଜି(ରବିବାର) ଅପରାହ୍ନ 1 ଟା 30 ପରିବର୍ତ୍ତେ ରାତି 9 ଟା 30