ସ୍ୱାଦ ଓଡ଼ିଶା ସିଜନ-୨ ; ଆଜି ରାତି 9 ଟା 30,କେବଳ ଅର୍ଗସ ନ୍ୟୁଜରେ
by Argus News
Sun, Jun 30 | 4:10 p.m.

ଭୁବନେଶ୍ୱର: ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର ଆସିବାରୁ swad odisha Season 2 ର ପ୍ରସାରଣ ସମୟରେ ପରିବର୍ତ୍ତନ ହୋଇଛି । ଆଜି(ରବିବାର) ଅପରାହ୍ନ 1 ଟା 30  ପରିବର୍ତ୍ତେ ରାତି 9 ଟା 30 ରେ ଏହି କାର୍ଯ୍ୟକ୍ରମର ପ୍ରସାରଣ ହେବ । ଆପଣ ଏହାକୁ ଅର୍ଗସ Youtube, Facbeook ପେଜ୍ ରେ ଦେଖିପାରିବେ । ଏହାସହ ଟିଭିରେ ମଧ୍ୟ ଦେଖିପାରିବେ । ତେବେ ଦେଖିବାକୁ ଜମାରୁ ଭୁଲିବେନି ସ୍ୱାଦ ଓଡିଶା ସିଜନ୍-02, କେବଳ ଅର୍ଗସ ନ୍ୟୁଜରେ । 
 

ଓଡ଼ିଶାରେ ପ୍ରଥମ  କୁକିଙ୍ଗ ରିୟାଲିଟି ସୋ'  ସ୍ୱାଦ ଓଡ଼ିଶା ସିଜନ-୨ ଆରମ୍ଭ ହୋଇଯାଇଛି । ଏହାକୁ ହୋଷ୍ଟ କରୁଛନ୍ତି  ସ୍ମୃତିଶ୍ରୀ ସିଂ । ଏହି ସିଜନରେ  ଓଡ଼ିଶାର  ଖାଣ୍ଟି ଓଡିଆ ବ୍ୟଞ୍ଜନ କିଣିବ ଦର୍ଶକଙ୍କ ମନ । ଭଳିକି ଭଳି ଆଞ୍ଚଳିକ ଏବଂ ପାରମ୍ପରିକ  ଖାଦ୍ୟର ପସରା ଦେଖିବାକୁ ପାଇବେ ଦର୍ଶକ । 

ଓଡ଼ିଆଙ୍କ ପ୍ରିୟ ପଖାଳ ଭାତ, ଛେନା ପୋଡ, ମାଛ ବେସର, ପିଠା ଭଳି ଅନେକ ସୁସ୍ୱାଦୁ ବ୍ୟଞ୍ଜନ ତିଆରି ହେବା ସହିତ, ବ୍ୟଞ୍ଜନର ଟିକ୍ ନିକ୍ ଖବର ଆପଣ ପାଇପାରିବେ ଏହି ସୋ ମାଧ୍ୟମରେ । ପ୍ରତିଟି ଓଡ଼ିଆ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାର ଖାଦ୍ୟ ଓ ସ୍ୱାଦକୁ ଜାଣୁଛନ୍ତି ।  ଓଡ଼ିଶାର ସ୍ୱତନ୍ତ୍ର ଖାଦ୍ୟ ଓ ତାର ସ୍ୱାଦକୁ ନେଇ ଆରମ୍ଭ ହୋଇଛି  ସ୍ୱାଦ ଓଡ଼ିଶା ସିଜନ-୨ । ତେବେ ଦେକିବାକୁ ଜମାରୁ ଭୁଲିବେନି । ଆମର ଏହି ନିଆରା ଓ ସୁନ୍ଦର ସୋ ।  

ଓଡ଼ିଶାରେ ପ୍ରଥମ କୁକିଙ୍ଗ ରିୟାଲିଟି ସୋ' ସ୍ୱାଦ ଓଡ଼ିଶା ସିଜନ-୨
 

ଗୋଟିଏ ପରିବାରର
2m ago
ଗୋଟିଏ ପରିବାରର ୫ ଝୁଲନ୍ତା ମୃତଦେହ ଉଦ୍ଧାର
ଅର୍ଗସ ବ୍ୟୁରୋ: ଏକ ବନ୍ଦ କୋଠରୀରୁ ଗୋଟିଏ ପରିବାରର ୫ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣାଟି ମଧ୍ୟପ୍ରଦେଶ ଅଲିରାଜପୁର ଜିଲ୍ଲା ରାଉଡି ଗାଁରୁ ସାମ୍ନାକୁ ଆସିଛି
ଦଶମୂଳ ମୋଦକ
14m ago
କେମିତି ପ୍ରସ୍ତୁତ ହୁଏ ଦଶମୂଳ ମୋଦକ ?
ପୁରୀ: ଆଜି ହେଉଛି ମହାପ୍ରଭୁଙ୍କ ଖଳିଲାଗି ଏକାଦଶୀ । ସ୍ନାନପୂର୍ଣ୍ଣିମାରୁ ଅଣସର ଘରେ ଅସୁସ୍ଥ ଥିବା ଚତୁର୍ଦ୍ଧାମୂର୍ତ୍ତି ଗତକାଲି ଦଶମୀ ତିଥିରେ ଶଯ୍ୟା ଛାଡିଛନ୍ତି । ଅଣସର ଘରେ ଚକାରେ ବିଜ
ରଥଯାତ୍ରା
ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ପୁରୀ: ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ରଥଯାତ୍ରା ୨ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବାରୁ ଛୁଟି ଘୋଷଣା କରାଯାଇଛି । ପୁରୀରେ ସମୀକ୍ଷା ବୈଠକରେ ଏହ