ମିଳିତ ଜାତିସଂଘରେ ପାକିସ୍ତାନକୁ  ନେଇ ପୁଣି ଭାରତର କଡ଼ା ଆଭିମୁଖ୍ୟ
by Argus News
Sun, Sep 29 | 7:55 a.m.

ଅର୍ଗସ ବ୍ୟୁରୋ : ମିଳିତ ଜାତିସଂଘରେ ପାକିସ୍ତାନକୁ  ନେଇ ପୁଣି ଭାରତର କଡ଼ା ଆଭିମୁଖ୍ୟ। ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ସିଧାସଳଖ ପାକିସ୍ତାନଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି, ସଫଳ ହେବ ନାହିଁ ପାକିସ୍ତାନର ସୀମାପାର ଆତଙ୍କ ନୀତି। ପଡ଼ୋଶୀ ଦେଶକୁ ଛାଡ଼ିବାକୁ ହେବ ଆତଙ୍କବାଦର ହାତ। ଏପରି ନ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ।

ଅଧିକ ପଢନ୍ତୁ : ପୁଣି ବିଳିବିଳାଇଲାଣି : ପାକିସ୍ତାନ ମିଳିତ ଜାତିସଂଘରେ ଉଠାଇଲା କାଶ୍ମୀର ପ୍ରସଙ୍ଗ

ଦୁଇ ଦେଶ ଭିତରେ ଏବେ କେବଳ ଗୋଟିଏ ପ୍ରସଙ୍ଗ ରହିଛି। ୟାହା ହେଉଛି ପାକିସ୍ତାନକୁ ଖାଲି କରିବାକୁ ହେବ ବେଆଇନ ଭାବେ ଦଖଲ କରିଥିବା ଭାରତର ଭୂମି।

ନାଇଟ ବ୍ଲକିଂ ଚେକିଂ
8m ago
ନାଇଟ ବ୍ଲକିଂ ଚେକିଂ ବେଳେ ଗାଡ଼ିରୁ ମିଳିଲା ପୁଳା ପୁଳା ଟଙ୍କା
ଅର୍ଗସ ବ୍ୟୁରୋ : ନାଇଟ ବ୍ଲକିଂ ଚେକିଂ ବେଳେ ଗାଡ଼ିରୁ ମିଳିଲା ପୁଳା ପୁଳା ଟଙ୍କା । ମଦ୍ୟପାନ କରି ପୋଲିସ ବ୍ୟାରିକେଡ୍ ଭାଙ୍ଗି ଫେରାର ବେଳେ ଧରିଲା ପୋଲିସ । ଆଉ ଗାଡି ଡିକି ଚେକିଂ ବେଳେ 4
ମୋ ବସ୍
ମୋ ବସ୍ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ
ଅର୍ଗସ ବ୍ୟୁରୋ : ମୋ ବସ୍ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ କିଛି ଦୁବୃର୍ତ୍ତ ଆକ୍ରମଣ କରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି
ଶ୍ରୀମନ୍ଦିର
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଲେ ଆମେରିକା ରାଷ୍ଟ୍ରଦୂତ ଏରିକ୍ ଏମ୍ ଗ୍ରାସେଟି
ଅର୍ଗସ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଲେ ଆମେରିକା ରାଷ୍ଟ୍ରଦୂତ । ଓଡ଼ିଶା ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରଦୂତ ଏରିକ୍ ଏମ୍ ଗ୍ରାସେଟି ଆଜି ପୁରୀ ଯାଇଥିଲେ