ଆପଲ ଫୋନ ବ୍ୟବହାର କରୁଛନ୍ତି କି, ଜାଣନ୍ତୁ କିଛି ଅଜଣା କଥା...
by Argus News
Tue, May 07 | 2:22 p.m.

ଅର୍ଗସ ବ୍ୟୁରୋ:  ଆପଲ ... ନାଁ ଟା ଶୁଣିଲା ବେଳକୁ ହେଭି ହେଭି ଲାଗୁଛି। କାହାକୁ ବା ଏହି କମ୍ପାନୀ ବିଷୟରେ ଜଣାନାହିଁ। ଆଜିକାଲି ସମସ୍ତଙ୍କ ହାତରେ ଆପଲର ଫୋନ ହେଉ ଅବା ଆପଲର ଓ୍ୱାଚ। ହେଲେ ଆପଣ ଜାଣିଛନ୍ତି କି, ଏତେ ଟଙ୍କା ଆପଲ କମ୍ପାନୀ କେମିତି ରୋଜଗାର କରେ ? ମାର୍କେଟରେ ଆପଲ କମ୍ପାନୀ ଦୁନିଆର ସବୁଠାରୁ ବଡ କମ୍ପାନୀ। ଆପଲ କମ୍ପାନୀ ୨୦୨୪ ମଧ୍ୟରେ ୯୦.୭୫ ଅରବ ଡଲାର ରୋଜଗାର  କରିସାରିଲାଣି। ଯାହା ଖୁବ ଅଧିକ। ଏଥିମଧ୍ୟରୁ ୫୦.୬ ପ୍ରତିଶତ ଲାଭ କେବଳ ଆଇଫୋନ ବିକ୍ରିରୁ ହୋଇଛି।

ମ୍ୟାକ ପ୍ରଡକ୍ଯ ବିକ୍ରି କରିକି କମ୍ପାନୀ ୮.୨ ପ୍ରତିଶତ ଲାଭ ପାଇଛି। ଆଇପ୍ୟାଡ ବିକ୍ରି କରି ୬.୧ ପ୍ରତିଶତ ଲାଭ ପାଇଛି ଆପଲ କମ୍ପାନୀ। ଆପଲ ସର୍ବିସ ସେକ୍ଟରରୁ ମଧ୍ୟ ୨୬.୩ ପ୍ରତିଶତ ରୋଜଗାର କରିଛି କମ୍ପାନୀ। ମ୍ୟାକ ପ୍ରଡକ୍ଟ ପ୍ରଥମ ଥର ୬ ମେ ମାସ ୧୯୯୮ରେ ବଜାରକୁ ଆସିଥିଲା। ଆପଲର ପାଖାପାଖି ମାର୍କେଟ ଭାଲ୍ୟୁ ୨.୯୭୪ ଟ୍ରିଲିୟମ ଡଲାର ରହିଛି। ଦିନକୁ ଦିନ ଏହି କମ୍ପାନୀ ଆହୁରି ଅଧିକ ରୋଜଗାର କରିବାରେ ଲାଗିଛି।

ଅଧିକ ପଢ଼ନ୍ତୁ ବିଦେଶ ଖବର:


 

ପଞ୍ଚମ ପର୍ଯ୍ୟାୟ
8m ago
ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ମତଦାନ କଲେ ବଲିଉଡ ସେଲିବ୍ରିଟି
ଅର୍ଗସ ବ୍ୟୁରୋ: ଆଜି ସକାଳୁ ପଞ୍ଚମ ପର୍ଯ୍ୟାନ ନିର୍ବାଚନ ଆରମ୍ଭ ହୋଇ ଯାଇଥିବା ବେଳେ ଭୋଟ୍‌ ଦେଉଛି ଦେଶ। ସାଧାରଣ ଜନତାଙ୍କଠାରୁ ନେଇ ବିଭିନ୍ନ ସେଲିବ୍ରିଟି ନିଜର ମତଦାନ କରିବାକ
କାର
18m ago
ଖରାରେ ଛିଡା ହୋଇଥିବା କାରରେ ଭୁଲରେ ବି ରଖନ୍ତୁ ନାହିଁ ଏହି ୫ଟି ଜିନିଷ
ନୂଆଦିଲ୍ଲୀ: ହୋଇପାରେ ବିସ୍ଫୋରଣ। ଖରାରେ ଛିଡା ହୋଇଥିବା କାରରେ ଯଦି ଏହି ୫ ଟି ଜିନିଷ ରଖୁଛନ୍ତି ତେବେ ଆପଣଙ୍କ କାରରେ ବିସ୍ଫୋରଣ ଘଟିପାରେ। ଏହି ୫ଟି ଜିନିଷକୁ କେବେବ
ଏମ୍ସରୁ ସୁସ୍ଥ ହୋଇ
33m ago
ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିଲେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ
ଅର୍ଗସ ବ୍ୟୁରୋ: ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ବିଜେପି ନେତା ତଥା ବ୍ରହ୍ଣପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ବିସ୍ଫୋରକ ବୟାନ। ମୋତେ ଆକ୍ରମଣ ବିଜେଡିର ଏ