ମେରିଟ୍ ଲିଷ୍ଟ ଆଧାରରେ ନିଯୁକ୍ତି ଦିଅ- ହାଇକୋର୍ଟ
by Argus News
Tue, Jun 18 | 12:37 p.m.

କଟକ: କନିଷ୍ଠ ଶିକ୍ଷକ ବା ଜୁନିଅର ଟିଚର ଅନିୟମିତତା ମାମଲା ନେଇ ହାଇକୋର୍ଟରେ ହେଲା ଶୁଣାଣି । ନିଯୁକ୍ତି ନେଇ ଫିଟିଲା ବାଟ । Computer Based Test ବା CBT ମାର୍କ ଅନୁଯାୟୀ ମେଧା ତାଲିକା ବା ମେରିଟ ଲିଷ୍ଟ ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

ମେରିଟ୍ ଲିଷ୍ଟ୍ ଆଧାରରେ ନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ହେଲା ଶୁଣାଣି । ଜିଲ୍ଲାୱାରି ମେଧା ତାଲିକା ପ୍ରକାଶ କରିବା ପାଇଁ ହାଇକୋର୍ଟରେ ଏକାଧିକ ଆବେଦନ ହୋଇଥିଲା । ବର୍ତ୍ତମାନ ଏହି ମାମଲାର ଅନ୍ତ ଘଟାଇଲେ କୋର୍ଟ ।

ଆହୁରି ପଢନ୍ତୁ ଓଡିଶା ଖବର...
 

TOURISM DAY
ବିକାଶ ଅପେକ୍ଷାରେ ବାଲେଶ୍ୱର
ବାଲେଶ୍ୱର: କଳା, ସଂସ୍କୃତିର ସହର ବାଲେଶ୍ଵର । ଯେଉଁଠି ରହିଛି ଭରପୁର ପର୍ଯ୍ୟଟନସ୍ଥଳୀ । ବିସ୍ତୀର୍ଣ୍ଣ ବେଳାଭୂମି ସହ ଅନେକ ପ୍ରସିଦ୍ଧ ଶୈବ ପୀଠ ...ପୁଣି ଘଞ୍ଚ ଜଙ୍ଗଲ ଭରା ପାହାଡ
ରାସ୍ତା ରୋକ୍
ଧାମନଗର ଥାନା ଘେରାଉ, ରାସ୍ତା ରୋକ୍
ଭଦ୍ରକ: ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକରେ ବିବାଦ ବଢିବାରେ ଲାଗିଛି । ଧାମନଗର ଥାନା ଘେରାଉ କରିଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକମାନେ । ସାମାଜିକ ଗଣମାଧ୍ୟମର
WAR
ଖୁବଶୀଘ୍ର ବନ୍ଦ ହୋଇଯିବ ରୁଷିଆ-ୟୁକ୍ରେନ ଯୁଦ୍ଧ
ଅର୍ଗସ ବ୍ୟୁରୋ: ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ। ଦୀର୍ଘ ସମୟ ଧରି ଲାଗି ରହିଛି। କେବେ ଏହି ଯୁଦ୍ଧର ହେବ ସମାପ୍ତ ଏହା ଉପରେ ସମସ୍ତଙ୍କର ନଜର ରହିଛି। ଏଭଳି ପରିସ୍ଥିତିରେ ଗୋଟି