କେ. ସଞ୍ଜୟ ମୂର୍ତ୍ତି ହେବେ ଦେଶର ପରବର୍ତ୍ତୀ ସିଏଜି
by Argus News
Tue, Nov 19 | 7:51 a.m.

ଅର୍ଗସ ବ୍ୟୁରୋ : କେ. ସଞ୍ଜୟ ମୂର୍ତ୍ତି ହେବ ଦେଶର ପରବର୍ତ୍ତୀ କଣ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ବା ସିଏଜି। ସେ ଗିରିଶ ମୁର୍ମୁଙ୍କ ସ୍ଥାନ ନେବେ। ରାଷ୍ଟ୍ରପତିଙ୍କ ପକ୍ଷରୁ ତାଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅଧିକ ପଢନ୍ତୁ : ଆରବିଆଇ କଷ୍ଟମର କେଆର୍ ବିଭାଗକୁ ଧମକପୂର୍ଣ୍ଣ କଲ୍

୧୯୮୯ ବ୍ୟାଚର ହିମାଚଳ ପ୍ରଦେଶ କ୍ୟାଡରର  ଆଇଏଏସ କେ. ସଞ୍ଜୟ ମୂର୍ତ୍ତି  ବର୍ତ୍ତମାନ ଭାରତ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଓଡ଼ିଆ ପୁଆ ଗିରିଶ ମୁର୍ମୁ ଅଗଷ୍ଟ ୨୦୨୦ରୁ ସିଏଜି ଭାବେ କାର୍ଯ୍ୟ କରୁଛନ୍ତି।

ROADSHOW
ସିଙ୍ଗାପୁରରେ ରୋଡ଼ ସୋ ପରେ ଓଡ଼ିଶା ଫେରିଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ
ଅର୍ଗସ ବ୍ୟୁରୋ: ସିଙ୍ଗାପୁରରେ ରୋଡ଼ ସୋ ପରେ ଓଡ଼ିଶା ଫେରିଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ । ସିଙ୍ଗାପୁର ଗସ୍ତ ସଫଳ ହୋଇଛି ଓ ଅନେକ କମ୍ପାନୀ ଉତ୍କର୍ଷ ଓଡିଶା କନକ୍ଳେଭ ର
HAREKRUSHNA
ଜାତୀୟ ସ୍ତରରେ ପାଳନ ହେଲା ଉତ୍କଳକେଶରୀଙ୍କ ୧୨୫ ତମ ଜୟନ୍ତୀ
ଅର୍ଗସ ବ୍ୟୁରୋ: ମହାନ ଜନନାୟକ ଓ ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ଜାତୀୟସ୍ତରରେ କରାଯାଇଛି ପାଳନ। ଭାରତ ସରକାରଙ୍
BJD
ବିଜେଡି ନେତାଙ୍କୁ କାଉଣ୍ଟର କଲେ ବିଜେଡି ନେତା
ଅର୍ଗସ ବ୍ୟୁରୋ: ବିଜେଡି ନେତାଙ୍କୁ କାଉଣ୍ଟର କଲେ ବିଜେଡି ନେତା । କିଛି ବିଜେଡି ନେତା ପୁଣି ସରକାରକୁ ଫେରିବା ନେଇ ଦେଖୁଥିବା ଦିବାସ୍ଵପ୍ନ ଉପରେ ପାଣି ଢାଳି ଢାଳିଦେଲେ ବିଜେଡ
ODISHA PARV
‘ଓଡ଼ିଆ ସମାଜ’ ପକ୍ଷରୁ ଦିଲ୍ଲୀରେ ଜାତୀୟ ମଞ୍ଚରେ 'ଓଡ଼ିଶା ପର୍ବ' ଆୟୋଜନ
ଅର୍ଗସ ବ୍ୟୁରୋ: ଓଡ଼ିଶା ପର୍ବର ଇତିହାସ ଓ ପରିକଳ୍ପନା : • ଓଡ଼ିଆ ସଂସ୍କୃତିର ପ୍ରଚାର ଓ ସୁରକ୍ଷା ପାଇଁ ‘ଓଡ଼ିଆ ସମାଜ’ ପକ୍ଷର
SUBHADRA
1କୋଟି 16 ଲକ୍ଷରେ ପହଞ୍ଚିଲା ସୁଭଦ୍ରା ଆବେଦନ ସଂଖ୍ୟା
ଅର୍ଗସ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ରେ ୨୫ ଲକ୍ଷ ... ଦ୍ବିତୀୟ ପର୍ଯ୍ୟାୟ ରେ ୩୫ ଲକ୍ଷ । ଏବେ ତୃତୀୟ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେବ