କାଜଲଙ୍କର ନିଜ ପୁଅ ତାଙ୍କର ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ନାହିଁ
by Argus News
Fri, May 24 | 5:06 p.m.

ଅର୍ଗସ ବ୍ୟୁରୋ: ସମସ୍ତେ ବୁଲିବା ,ଖାଇବା,ଫିଲ୍ମ ଦେଖିବା ପସନ୍ଦ କରିଥାନ୍ତି । ଆଉ ଅନେକ ହିରୋଇନଙ୍କ ଫିଲ୍ମ ଦୋଖାଇବାକୁ ଲୋକ ମାନେ ଅନେଇ ବସିଥାନ୍ତି କେବେ ଆସବ । କିନ୍ତୁ କାଜଲର ଫିଲ୍ମ କ'ଣ ପାଇଁ ତାଙ୍କ ପୁଅ ୟୁଗ ଦେଖେନାହିଁ । 

କାଜଲ ପ୍ରଥମ କରି ୧୯୯୨ ମସିହାରେ ମନୋରଞ୍ଜନ ଦୁନିଆର ଏହି ହିରେଇନ ପାଦ ରଖିଥିଲେ । ଗତ ୩୦ ବର୍ଷ ଭିତରେ ଏହି ହିରୋଇନ କାହିଁ କେତେ ହିଟ୍ ଫିଲ୍ମ ର୍ଦଶକଙ୍କୁ ଭେଟି ଦେଇଛନ୍ତି । ଆଉ ଆଜି ମଧ୍ୟ ସେ ସମସ୍ତଙ୍କ ପ୍ରଥମ ପସନ୍ଦ ହେଇ ରହିଛନ୍ତି । ସବୁଠାରୁ ବଡ କଥା ହେଉଛି କି ପୁରା ଦୁନିଆ ଏହି ହିରୋଇନଙ୍କର ଫ୍ୟାନ ଆଉ ଯେଉଁ ମାନେ ଆଜିବି ଠିକ ସେହି ଭଳି ଭଲ ପାଉଛନ୍ତି । କିନ୍ତୁ କାଜଲଙ୍କର ନିଜ ପୁଅ ୟୁଗ ତାଙ୍କର ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ନାହିଁ । 

ଅଧିକ ପଢନ୍ତୁ ମନୋରଞ୍ଜନ ଖବର:

ଥରେ ସେ ଏକ ଜାଗାରେ ଏହି ସତ କଥାକୁ କହିଥିଲେ କାଜଲ । ଏହି ହିରୋଇନ କହିଥିଲେ କି ମୁଁ ବହୁତ ସମୟରେ ଫିଲ୍ମ କାନ୍ଧିବାର ସିନ୍ ଥାଏ ଯେଉଁଟାକି ମୋ ପୁଅକୁ ଭଲ ଲାଗିନଥାଏ ତାକୁ ବହୁର କଷ୍ଟ ହୋଇଥାଏ । ଏହି କାନ୍ଧିବା କାରଣ ଯୋଗୁଁ ତାଙ୍କ ପୁଅ ଫିଲ୍ମ ଦେଖେନି । କିନ୍ତୁ ପୁଅ ସବୁବେଳେ ଚାହେଁ କି ତାର ମା' ବାପା ଅଜୟ ଦେବଗନଙ୍କ ପରି ଫିଲ୍ମ କରୁ ବୋଲି 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ