ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ୧୭କୋଟିର ନୋଟିସ
by Argus News
Thu, Dec 07 | 3:52 p.m.

ଅର୍ଗସ ବ୍ୟୁରୋ : ଆଇଟି ସ୍କାନରରେ କୃଷି ସମବାୟ ସମିତି । ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ୧୭କୋଟିର ନୋଟିସ । କଟକ ସମବାୟ ବ୍ୟାଙ୍କ ରାଜକନିକା ଶାଖା ଅଧୀନରେ ରହିଛି ୧୬ଟି ପାକ୍ସ । ଏହି ୧୬ଟି ପାକ୍ସ ଅର୍ଥ କାରବାର ସମ୍ପର୍କରେ ସୂଚନା ପାଇବା ପରେ ପଦକ୍ଷେପ ନେଇଛି ଆୟକର ବିଭାଗ । ପ୍ରଥମେ ୧୬ଟି ପାକ୍ସକୁ ତଦନ୍ତ କରିବା ସହିତ ବ୍ୟାଙ୍କ ଆକାଉଣ୍ଟ ଗୁଡିକୁ ଚେକ କରିବା ପରେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆୟକର ବିଭାଗ ନୋଟିସ ଅନୁସାରେ ଦେଉଳି ପାକ୍ସ କଟକ ସମବାୟ ବ୍ୟାଙ୍କ ରାଜକନିକା ଶାଖାରେ ୩ଟି ଆକାଉଣ୍ଟ ଖୋଲି କୋଟି କୋଟି ଟଙ୍କାର ଅର୍ଥ କରାବାର ହେଉଥିବା ଜାଣିବାକୁ ପାଇଥିଲେ । ଏହି ସବୁ କରାବାରରୁ ଟିକସ ଫାଙ୍କି ହେଉଥିବା ଜାଣିବା ପରେ ପ୍ରଥମ ଦେଉଳି ପାକ୍ସକୁ ନୋଟିସ ଜାରି କରିଥିଲେ ସୁଦ୍ଧା କୌଣସି ଉତ୍ତର ଦେଇ ନଥିବାରୁ ଆୟକର ବିଭାଗ ଦେଉଳି ପାକ୍ସକୁ ୧୭ କୋଟି ଟଙ୍କାର ଜୋରିମାନା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛି ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ