ବରଯାତ୍ରୀ ଓ ଗାଁ ଲୋକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ବର ଓ କନିଆଁ ଅଟକ
by Argus News
Wed, Feb 28 | 7:21 p.m.

ଅର୍ଗସ ବ୍ୟୁରୋ : ବରଯାତ୍ରୀଙ୍କ ଉନ୍ମତ କାଣ୍ଡ । ହଟହଟ୍ଟା ହେଲେ ବର ଓ କନିଆଁ । କେନ୍ଦ୍ରାପଡ଼ା ରାଜନଗର କଏଥା ଗାଁରେ ବର ଓ କନିଆଁକୁ ଅଟକ ରଖିଛନ୍ତି ଗ୍ରାମବାସୀ । ଯଦୁଚନ୍ଦ୍ରପୁର ଗାଁର ମାନସ ରାଉଳଙ୍କ କଏଥା ଗାଁର ପ୍ରତିମାଙ୍କ ସହ ବାହାଘର ସମୟରେ ଘଟିଛି ଅଭାବନୀୟ ଘଟଣା । 

ଅଧିକ ପଢନ୍ତୁ ଓଡ଼ଶା ଖବର

ବିବାହ ପ୍ରୋସେସନ ସମୟରେ ବର ପକ୍ଷ ଓ ଗାଁ ଲୋକଙ୍କ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ । ଯାହା ଏବେ ଉଗ୍ର ରୂପ ନେଇଛି । ଉତ୍ୟକ୍ତ ହୋଇ କନ୍ୟା ପକ୍ଷ ଲୋକଙ୍କ ଅଟୋ ଜାଳି ଦେଇଛନ୍ତି ବରଯାତ୍ରୀ । ଯେଉଁଥିପାଇଁ ବର ଓ କନିଆଁକୁ ଗାଁରେ ଅଟକ ରଖିଛନ୍ତି ଲୋକେ । ଘଟଣା ଜଣାପଡ଼ିବା ପରେ ରାଜନଗର ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ