ମୃତ୍ୟୁ ପୂର୍ବରୁ ଶେଷ ଭିଡିଓ, ସୋସିଆଲ ମିଡ଼ିଆରେ ଭାଇରାଲ
by Argus News
Fri, Dec 01 | 3:34 p.m.

ଅର୍ଗସ ବ୍ୟୁରୋ : ଉଠା ଜଳସେଚନ କାର୍ଯ୍ୟାଳୟ ଭିତରେ ଝୁଲନ୍ତା ମୃତ ଦେହ । ଏମିତି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦରମହକୁମା ଟେକବାଡି ସାହି ସ୍ଥିତ ଉଠା ଜଳସେଚନ କାର୍ଯ୍ୟାଳୟ ଭିତରେ । ଖବର ମୁତାବକ ଯୁବକ ଜଣକ ଗାମୁଛା ମାଧ୍ୟମରେ ଫାଶୀ ଦେଇଥିବା ଦେଖିବାକୁ ମିଳିଛି । ତେବେ କାର୍ଯ୍ୟାଳୟ ଭିତରେ କବାଟ ବନ୍ଦ ଥିବା ବେଳେ ଫ୍ୟାନ ବୁଲୁଛି ଓ ଏହା ସହ ଅଫିସ ଟେବୁଲ ଉପରେ ମଦ ବୋତଲ ରଖା ହୋଇଥିବା ଦେଖିବାକୁ ମିଳିଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ତେବେ କିଏ ଏହି ଯୁବକ ଜଣଙ୍କ ଉଠା ଜଳସେଚନ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ କେଉଁ କାରଣରୁ କାର୍ଯ୍ୟାଳୟ ପରିସରରେ ଏଭଳି କାଣ୍ଡ ଭିଆଇଲେ ତାହା ପୋଲିସ ତଦନ୍ତ ପରେ ହିଁ ଜଣାପଡିବ । କିନ୍ତୁ ମୃତ୍ୟୁ ପୂର୍ବରୁ ଯୁବକ ଜଣଙ୍କ ସାମାଜିକ ଗଣମାଧ୍ୟମରେ ଲାଇଭ ଭିଡ଼ିଓ କରି ଆତ୍ମହତ୍ୟା କରିଥିବା କଥା ଏବେ ଚର୍ଚ୍ଚା ଜୋର ଧରିଛି । ଯୁବକଙ୍କ ଶେଷ ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ