କେକ୍ ବେକ୍ କରିବା ପୂର୍ବରୁ ଜାଣି ରଖନ୍ତୁ ଏହି କଥା 
by Argus News
Sat, Jun 15 | 3:49 p.m.

ଅର୍ଗସ ବ୍ୟୁରୋ: ଆଜିକାଲି ଲୋକ ମାନେ ବଜାର ଅପେକ୍ଷା ଘରେ ଭଲ ଭଲ ଖାଦ୍ୟ ପ୍ରସ୍ତୁତି କରି ଖାଇବାକୁ ପସନ୍ଦ କରୁଛନ୍ତି ସେଥିରୁ ଏକ ହେଉଛି କେକ୍ । ସାଧାରଣତଃ କିଛି ଭଲ ମୁହୂର୍ତ ଯେମିତି କି ଜନ୍ମଦିନ ହେଉ କି ଆନିବର୍ସରୀ ହେଉ ଲୋକେ କେକ କାଟି ସେଲିବ୍ରେଟ କରିଥାନ୍ତି । କିଏ କେକ ଅର୍ଡର କରେ ତା ଆଉ କିଏ ନିଜେ ଘରେ ପ୍ରସ୍ତୁତି କରେ। ଘରେ କେକ ତିଆରି କରିବା କଷ୍ଟ ନୁହେଁ କିନ୍ତୁ ବେକ କରିବା ପୂର୍ବରୁ କିଛି ଜିନଷ ଉପରେ ଧ୍ୟାନ ଦେବା ଆବଶ୍ୟକ।

କେକ୍ ବ୍ରେକ୍ କରିବା ପୂର୍ବରୁ ପ୍ରଥମେ  ଓଭନକୁ ଆଗରୁ ଗରମ୍ କରନ୍ତୁ କିନ୍ତୁ ମନେ ରଖନ୍ତୁ ଅଧିକ ଗରମ ହେଲେ କେକ୍ ଜଳି ଯାଇପାରେ 
କେକରେ ମିଶାଯାଉଥିବା ଉପାଦାନଗୁଡ଼ିକର ପରିମାଣ ଠିକରେ ନମାପି ବ୍ୟବହାର କରନ୍ତୁ ନାହିଁ  କାରଣ ଉପାଦାନଗୁଡ଼ିକର ପରିମାଣ ଠିକ୍ ମାତ୍ରାରେ ବ୍ୟବହାର ନହେଲେ କେକ୍ ଖରାପ ହେବାର ସମ୍ଭାବନା ବହୁତ। ରୁମ୍ ଟେମ୍ପରେଚର୍ ଆଧାରରେ ହିଁ ଉପାଦାନଗୁଡ଼ିକ ବ୍ୟବହାର କରନ୍ତୁ। କେକ୍ ବେକ କରିବା ସମୟରେ ଓଭନକୁ ବାରମ୍ବାର ଖୋଲନ୍ତୁ ନାହିଁ ଏହା ଦ୍ୱାରା କେକ୍ ଭଲ ଭାବରେ ବେକ ହୋଇନଥାଏ। କେକର ବ୍ୟାଟର ପୁରା ପତଳା କି ପୁରା ବହଳିଆ କରିବେନି  ତା ସହିତ ଅଧିକ ବେକିଂ ସୋଡ଼ା କି ବେକିଂ ପାଉଡର ବ୍ୟବହାର କରନ୍ତୁ ନାହିଁ।

ଅଧିକ ପଢନ୍ତୁ ଜୀବନଶୈଳୀ ଖବର

ଟେଷ୍ଟ
58m ago
ଟେଷ୍ଟରେ ଅଶ୍ବିନ ରାଜ୍,ଭାଙ୍ଗିଲେ କୁମ୍ବଲେଙ୍କ ରେକର୍ଡ,ଏସିଆରେ ଦ୍ବିତୀୟ
ଅର୍ଗସ ବ୍ୟୁରୋ:ବିଶ୍ବ କ୍ରିକେଟରେ ଟେଷ୍ଟରେ ରାଜ୍ କରୁଛନ୍ତି ଆର.ଅଶ୍ବିନ,ବ୍ୟାଟିଂ ହେଉ ଅବା ବୋଲିଂ ସବୁଥିରେ କରୁଛନ୍ତି କମାଲ୍ । କାନପୁର ଟେଷ୍ଟରେ ବାଂଲାଦେଶର ଅଧିନାୟକ ନଜମୁଲ ହୁସେ
କାଶ୍ମୀର
କାଶ୍ମୀରକୁ ପାଲେଷ୍ଟାଇନ୍ ସହିତ ପାକିସ୍ତାନ ତୁଳନା କରିବା ହାସ୍ୟାସ୍ପଦ:ମଙ୍ଗଳନନ୍ଦନ
ଅର୍ଗସ ବ୍ୟୁରୋ: ପାକିସ୍ତାନର ମିଛବର୍ଷିଛି ଭାରତ।ଜାତିସଂଘ ମହାସଭାରେ ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ୍ ଶରିଫ୍ ପୁଣି ବିଷ ଓଗାଳିଛନ୍ତି,ଦେଖିବାକୁ ମିଳିଛି ପାକିସ୍ତାନର କାଶ୍ମୀର ରାଗ । ଭାର
ଯୌନ ଶୋଷଣ
ଯୌନ ଶୋଷଣର ଶିକାର ହେଲେ ୧୯ ବର୍ଷୀୟ ଝିଅ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅର୍ନ୍ତଗତ ତେତେଲଖୁଟି ଗ୍ରାମର ଜଣେ ୧୯ ବର୍ଷୀୟ ଝିଅ ସହିତ ପ୍ରେମ ଓ ପରେ ବିବାହ ପ୍ରତିଶ୍ରୁତି ଦେଇ ଯୌନ ଶୋଷଣ କରି ଛାଡ଼ି ଦେଇଥିବା ଅଭିଯୋ