ଟ୍ବିଟ୍ କରି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କୋହଲି
by Argus News
Tue, Jul 02 | 4:15 p.m.

ଅର୍ଗସ ବ୍ୟୁରୋ : ପ୍ରିୟ ନରେନ୍ଦ୍ର ମୋଦି ସାର୍‌, ମୋତେ ସର୍ବଦା ସମର୍ଥନ କରି ଉତ୍ସାହିତ କରିଥିବାରୁ ଧନ୍ୟବାଦ। ଟି-୨୦ ବିଶ୍ୱକପ ଘରକୁ ଆଣିଥିବା ଏହି ଭାରତୀୟ ଦଳର ଅଂଶ ହେବା ଗୌରବର ବିଷୟ। ଏହି ବିଜୟ ସହିତ ସମସ୍ତ ଦେଶବାସୀ ପାଇଥିବା ଖୁସିରେ ଆମେ ପ୍ରଭାବିତ ଏବଂ ଅଭିଭୁତ।’ ଏପରି କିଛି ନିଜ ଏକସ୍ ରେ ଲେଖିଛନ୍ତି ବିରାଟ କୋହିଲି  । ଟି -୨୦ ବିଶ୍ୱକପ ୨୦୨୪ର ଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ବିରାଟ କୋହଲଙ୍କର ବଡ ଅବଦାନ ରହିଛି।

ଅଧିକ ପଢନ୍ତୁ : ଭାରତ ଟି-ଟ୍ବେଣ୍ଟି ବିଶ୍ବକପ୍ ଚାମ୍ପିଅନ୍

ସମଗ୍ର ଟୁର୍ଣ୍ଣାମେଣ୍ଟରେ ରନ ସ୍କୋର କରିବାକୁ ସଂଘର୍ଷ କରୁଥିବା କୋହଲି ଫାଇନାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୬ ରନର ଇନିଂସ ଖେଳିଥିଲେ। ଏହା ପରେ  ପ୍ରଧାନମନ୍ତ୍ରୀ  ମୋଦି କୋହଲିଙ୍କୁ ‘ଏକ୍ସ’ ମାଧ୍ୟମରେ ଅଭିନନ୍ଦନ ଜଣାଇବା ସହ କୋହଲି ନୂତନ ପିଢିର ଖେଳାଳିଙ୍କୁ ପ୍ରେରଣା ଯୋଗାଇବେ ବୋଲି ମଧ୍ୟ କହିଥିଲେ। ଏବେ ଭାରତୀୟ ପୂର୍ବତନ ଅଧିନାୟକ କୋହଲି ମଧ୍ୟ ଏହାର ଜବାବରେ ଟୁଇଟ କରି  ପ୍ରଧାନମନ୍ତ୍ରୀ ଙ୍କୁ ତାଙ୍କ ଅଭିନନ୍ଦନ ପାଇଁ କୃତଜ୍ଞତା ଜଣାଇଛନ୍ତି ।

ବିଜେପି ମୁଖ୍ୟମନ୍ତ୍ରୀ
13m ago
ଆଜିଠୁ ବିଧିବଦ୍ଧ କାମ ଆରମ୍ଭ କଲେ ପିପୁଲ୍ସ ସିଏମ୍
ଅର୍ଗସ ବ୍ୟୁରୋ : ତୃତୀୟ ମହଲାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ । ଆଜିଠୁ ବିଧିବଦ୍ଧ କାମ ଆରମ୍ଭ କଲେ ପିପୁଲ୍ସ ସିଏମ୍ । ଓଡିଆ ଭାଷା ଓ ଅସ୍ମିତାର ସୁରକ୍ଷା ପ୍ରତି ମୋହନଙ୍କ ପ୍ରାଥମିକତା
ANGANWADI
52m ago
ଘର କାନ୍ଥରୁ ଝରୁଛି ବର୍ଷାପାଣି, ଛାତରୁ ଖସୁଛି ସିମେଣ୍ଟ ଖଣ୍ଡ
ଅର୍ଗସ ବ୍ୟୁରୋ: ମରାମତି ନାମରେ ଚଳୁ ହେଉଛି ଲକ୍ଷ ଲକ୍ଷ ଟଙ୍କା ହେଲେ ସୁଧୁରି ପାରୁନି ଅଙ୍ଗନବାଡି କେନ୍ଦ୍ର ର ସ୍ଥିତି । ଏବେ ବିପଦସଂକୁଳ ଅବସ୍ଥାରେ ଏହି ଅଙ୍ଗନବାଡି କେନ୍ଦ୍ରରେ ପା
ବ୍ରୋଞ୍ଜ ମେଡାଲ
ଚେସ ବିଶ୍ବକପରେ ବ୍ରୋଞ୍ଜ ମେଡାଲ ଜିତିଲେ ଓଡ଼ିଆ ପୁଅ ସାତ୍ତ୍ଵିକ
ଭୁବନେଶ୍ବର : ଚେସ ବିଶ୍ବକପରେ ବ୍ରୋଞ୍ଜ ମେଡାଲ ଜିତିଲେ ଓଡ଼ିଆ ପୁଅ ସାତ୍ତ୍ଵିକ ସ୍ବାଇଁ। ଜର୍ଜିଆରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଅଣ୍ଡର 8, ଅଣ୍ଡର 10 ଓ ଅଣ୍ଡର 12 ଫିଡେ ଚେ