କୋଟିଆରେ ଆନ୍ଧ୍ରର ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଅନୁପ୍ରବେଶ
by Argus News
Thu, Mar 28 | 1:13 p.m.

ଅର୍ଗସ ବ୍ୟୁରୋ : କୋଟିଆରେ ଆନ୍ଧ୍ରର ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଅନୁପ୍ରବେଶ । ବାରମ୍ବାର ସୀମାନ୍ତବାସୀଙ୍କୁ ଭ୍ରମିତ କରୁଛନ୍ତି ଆନ୍ଧ୍ର ସରକାର । କୋରାପୁଟ କୋଟିଆରେ ଜାରି ରହିଛି ଆନ୍ଧ୍ରର ଅନୁପ୍ରବେଶ । ରାଜନୈତିକ ପ୍ରଚାର, ନିର୍ବାଚନ ପାଇଁ ମାନ୍ୟମ ଜିଲ୍ଲା ପ୍ରଶାସନଙ୍କ ପ୍ରେସମିଟ ପରେ ଏବେ କୋଟିଆରେ ଆନ୍ଧ୍ରପ୍ରଦେଶ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଅନୁପ୍ରବେଶ । 

ଅଧିକ ପଢନ୍ତୁ ଓଡିଶା ଖବର

ବିଦ୍ୟୁତ୍ ସେବା ଯୋଗାଇବା ପାଇଁ ତଳ ଗଞ୍ଜେଇପଦର ଓ ଉପର ଗଞ୍ଜେଇପଦର ଗ୍ରାମକୁ ମିଟର ବୋର୍ଡ଼ ଏବଂ ତାର ସଂଯୋଗ କରିଛନ୍ତି ଆନ୍ଧ୍ର ବିଦ୍ୟୁତ ବିଭାଗୀୟ ଅଧିକାରୀ । ଆନ୍ଧ୍ରର ଅବାଧ ଅନୁପ୍ରବେଶ ପରେ ବି କାହିଁକି ପ୍ରଶାସନ ଚୁପ୍ ବସିଛି ତାକୁ ନେଇ ଉଠିଛି ପ୍ରଶ୍ନ । 25 ବର୍ଷର ସ୍ଥିର ସରକାରର ନାହିଁ ଭାଷା, ସୀମା ପ୍ରୀତି । 

MIGRANT DEATH CASE
19m ago
ବାହାରିନରେ ଦାଦନ ଖଟିବାକୁ ଯାଇ ଅକାଳରେ ଗଲା ଜୀବନ
ଅର୍ଗସ ବ୍ୟୁରୋ : ପୁଣି ଗଞ୍ଜାମରେ ଦାଦନ ଦୁଃଖ । ବାହାରିନକୁ ଦାଦନ ଖଟିବାକୁ ଯାଇ ଅକାଳରେ ଜୀବନ ଯାଇଛି । ଗଞ୍ଜାମ ଖଲ୍ଲିକୋଟ ବାଗଲପୁର ଗାଁରେ ଅଭାବନୀୟ ଘଟଣା । କିଛି ଦିନ ତଳେ ଗାଁ
BJD ISSUE
36m ago
ଅଡୁଆରେ ଚାନ୍ଦବାଲି ବିଜେଡି, ରଞ୍ଜନ ପତ୍ନୀଙ୍କ ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା
ଅର୍ଗସ ବ୍ୟୁରୋ : ଚର୍ଚ୍ଚାରେ ଚାନ୍ଦବାଲି ବିଜେଡି ରାଜନୀତି । ମହିଳା ଜଣକ କାନ୍ଦିକାନ୍ଦି କୋହୁଛନ୍ତି ମୋର ମୃତ୍ୟୁପାଇଁ କେବଳ ବାପି ବାବୁ ହିଁ ଦାୟୀ । କିନ୍ତୁ କାହିଁକି ବିଜେଡି ବିଧାୟ
TRIPLE MURDER
ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଗୁଳିକରି ହତ୍ୟା ଅଭିଯୋଗ
ଅର୍ଗସ ବ୍ୟୁରୋ : ଝାରସୁଗୁଡ଼ାରେ ଟ୍ରିପଲ୍ ମର୍ଡର । ଝାରସୁଗୁଡ଼ାରେ ୩ ଜଣଙ୍କୁ ହତ୍ୟା ଅଭିଯୋଗ । ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଗୁଳିକରି ହତ୍ୟା ଅଭିଯୋଗ । ବାଣୀପାହାଡ଼ ଜଙ୍ଗଲ ପାଖର