ରାଜଧାନୀରେ ମାତିଛନ୍ତି ମାଟି ଲୁଟେରା 
by Argus News
Mon, Jun 24 | 8:38 p.m.

ଭୁବନେଶ୍ୱର:  ରାଜଧାନୀରେ ମାତିଛନ୍ତି ମାଟି ଲୁଟେରା । ଗୋଠପାଟଣା ଜଙ୍ଗଲ ଜମିରୁ ଜୋର ଜବରଦସ୍ତ ବେଆଇନ ଭାବରେ ମାଟି ଉଠା ଯାଉଥିବା ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ । ଗତକାଲି ରାତିରୁ 11ଟି ଗାଡିକୁ ଅଟକାଇଛନ୍ତି ସ୍ଥାନୀୟ ବାସିନ୍ଦା ।  ଯେଉଁଥିରେ 10ଟି ଓଡ଼ିଶାର ଗାଡ଼ି ଥିବା ବେଳେ ଗୋଟିଏ ୱେଷ୍ଟ ବେଙ୍ଗଲର ଗାଡ଼ି ରହିଛି ।

ଗାଡ଼ିଗୁଡ଼ିକ ଅଟକ ରହିଥିଲେ ମଧ୍ୟ ଗାଡ଼ିର ଡ୍ରାଇଭର ଫେରାର ହୋଇଯାଇଛନ୍ତି । ସେପଟେ ପ୍ରାୟ ସବୁ ସମୟରେ ବାରମ୍ବାର ଏହି ସ୍ଥାନରୁ ଖଡ଼ି ପଥର, ମାଟି ଏବଂ ମୋରମ ଚୋରି ହେଉଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବେଆଇନ୍ ଭାବରେ ଚାଲାଣକୁ ରୋକିବା ପାଇଁ ଗ୍ରାମବାସୀ ଦାବି କରୁଥିବା ବେଳେ ମାଇନିଂ ଅଧିକାରୀ କହିଛନ୍ତି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ