ଭାଙ୍ଗୁଛି ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାର ଅଣ୍ଟା
by Argus News
Wed, Sep 25 | 3:29 p.m.

ଅର୍ଗସ ବ୍ୟୁରୋ : ଭାଙ୍ଗୁଛି ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାର ଅଣ୍ଟା । ଘନ ଘନ ରକେଟ୍ ମାଡ଼ରେ ଜଳୁଛି ଲେବାନନ । ଜଣେ ଜଣେ ହିଜବୁଲ୍ଲା କମାଣ୍ଡରଙ୍କୁ ନିପାତ କରୁଛି ଇସ୍ରାଏଲ ସେନା। କିଛି ଘଣ୍ଟା ପୂର୍ବରୁ ଆଡିଏଫ୍ ର ବୋମା ମାଡ଼ରେ ନିପାତ ହୋଇଛି ହିଜବୁଲ୍କାର  ସବୁଠାରୁ ପାୱାରଫୁଲ କମାଣ୍ଡର ଇବ୍ରାହିମ୍ କାବିସି । ବର୍ଷ ବର୍ଷ ଧରି ଇସ୍ରାଏଲ ସୀମାରେ ବାରମ୍ବାର ମିସାଇଲ ଆକ୍ରମଣ କରିବା ପଛର ମାଷ୍ଟର ମାଇଣ୍ଡ ଥିଲା କାବିସି ।

ଅଧିକ ପଢନ୍ତୁ : ଇସ୍ରାଏଲଙ୍କ ଭୟଙ୍କର ଆକ୍ରମଣ : ୨ ଘଂଟାରେ...

ଇସ୍ରାଏଲ ଓ ହିଜବୁଲ୍ଲାର ବିବାଦ ଭିତରେ ଚୀନ୍ ଲେବାନନ୍ କୁ ସମର୍ଥନ ଜଣାଇଥିବା ବେଳେ ଆମେରିକା ଦୁଇ ଦେଶ ରାଷ୍ଟ୍ର ମୁଖ୍ୟଙ୍କ ସହିତ ସମ୍ପର୍କ କରିଛି ବୋଲି ସୂଚନା ମିଳିଛି। ଅନ୍ୟପଟେ ଇରାନ୍, ଇଜିପ୍ଟ, ସିରିଆ, ଲେବାଲନ୍ ସମର୍ଥନରେ ଇସ୍ରାଏଲ୍  ଉପରେ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି ।

ବିଜେଡି
12m ago
କ୍ଷମତା ପାଇଁ ବାଉଳି ହେଉଛି ବିଜେଡି!
ଅର୍ଗସ ବ୍ୟୁରୋ:ନବୀନଙ୍କ ପରେ ଓଡ଼ିଶାରେମୋହନ ରାଜ୍ ଚାଲିଛି,ଲୋକଙ୍କ ସମସ୍ୟା ବୁଝୁଛନ୍ତି ମୁଖ୍ୟମନ୍ତ୍ରୀ,କିନ୍ତୁ ବିଜେପିର ବିକାଶକୁ ସହିପାରୁନି ବିଜେଡି। ୨୪ ବର୍ଷ ରହିଲେ କ୍ଷମତ
କୂଳ ଲଙ୍ଘୁଛି ସମୁଦ୍ର
31m ago
ଶିଆଳିରେ କୂଳ ଲଙ୍ଘୁଛି ସମୁଦ୍ର, ଆତଙ୍କିତ ସ୍ଥାନୀୟ ଲୋକେ
ଜଗତସିଂହପୁର: ଏରସମା ବ୍ଲକ ପଦ୍ମପୁର ଶିଆଳି ଠାରେ କୂଳ ଲଙ୍ଘୁଛି ସମୁଦ୍ର । ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକ । ନିକଟ ଅତୀତରେ ସମୁଦ୍ର କୂଳ ଲଂଘିବା ଫଳରେ ଭିୟୁ ଟାୱାର ସମୁଦ୍ର ଗର୍ଭର
କବଚ
44m ago
କବଚ; ଟ୍ରେନ ଯାତ୍ରାକୁ କରିବ ସହଜ ଓ ସୁରକ୍ଷିତ
ଅର୍ଗସ ବ୍ୟୁରୋ: ଦୁର୍ଘଟଣାରୁ ବଞ୍ଚାଇବ କବଚ । ବିପଦ ସମୟରେ ଟ୍ରେନରେ ଆପେଆପେ ବ୍ରେକ୍ ଲଗାଇବ କବଚ ଟେକ୍ନୋଲୋଜି । ରାଜସ୍ଥାନର ମାଧପୁରରୁ କୋଟା ମଧ୍ୟରେ ଚାଲୁଥିବା ଟ୍ରେନରେ କବଚ 4.0ର ସଫ