ଶିଆଳିରେ କୂଳ ଲଙ୍ଘୁଛି ସମୁଦ୍ର, ଆତଙ୍କିତ ସ୍ଥାନୀୟ ଲୋକେ
by Argus News
Wed, Sep 25 | 5:31 p.m.

ଜଗତସିଂହପୁର: ଏରସମା ବ୍ଲକ ପଦ୍ମପୁର ଶିଆଳି ଠାରେ  କୂଳ ଲଙ୍ଘୁଛି ସମୁଦ୍ର । ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକ । ନିକଟ ଅତୀତରେ ସମୁଦ୍ର କୂଳ ଲଂଘିବା ଫଳରେ ଭିୟୁ ଟାୱାର ସମୁଦ୍ର ଗର୍ଭରେ ଲୀନ ହୋଇଥିଲା । ଏବେ ସମୁଦ୍ର ଜନବସତି ଆଡ଼କୁ ମୁହାଁଇଛି । ପ୍ରଶାସନ ତରଫରୁ ଜରୁରୀ କାଳୀନ ପଦକ୍ଷପ ନିଆନଗଲେ ସମୁଦ୍ର ଉପକୂଳରେ ଥିବା ୫ ଟି ପଞ୍ଚାୟତ ଯଥା ପଦ୍ମପୁର, ଗଡହରିଶପୁର, ଆମ୍ବିକି, ଗୋଡ଼ା, ଗଡବିଶୁନପୁର ଆଦି ପଞ୍ଚାୟତ ସମୁଦ୍ର ଗର୍ଭରେ ଲୀନ ହୋଇଯିବ ବୋଲି କହିଛନ୍ତି ବୁଦ୍ଧିଜୀବୀ ।
 

ନବୀନ ପଟ୍ଟନାୟକ
17m ago
ଅସନ୍ତୋଷ ଝାଡୁଛନ୍ତି ନେତା, ଟେନସନ୍ ରେ ନବୀନ
ଅର୍ଗସ ବ୍ୟୁରୋ : ବିଜେଡି ସଙ୍ଗଠନରେ ବିସ୍ଫୋରଣ ସ୍ଥିତି । ପ୍ରଦୀପ ମାଝୀ, ବଦ୍ରୀ ପାତ୍ର ଙ୍କ ପରେ ଅଶ୍ବୀନି ପାତ୍ର । ଜଣେ ପରେ ଜଣେ ନେତାଙ୍କ ବିବୃତ୍ତି ବିଜେଡି ସୁପ୍ରମୋଙ୍
ଭରତପୁର ଥାନା ଘଟଣା
20m ago
ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ
ଅର୍ଗସ ବ୍ୟୁରୋ:ଦିନ ଗଡୁଥିବାବେଳେ ଭରତପୁର ଥାନା ଘଟଣାକୁ ନେଇ ଥମୁନି ସାରା ରାଜ୍ୟରେ ଚର୍ଚ୍ଚା। ଚାଲିଛି ତଦନ୍ତ, ଫଳାଫଳକୁ ଅପେକ୍ଷା। ମେଜର ଓ ତାଙ୍କ ବାନ୍ଧବୀ ନାଁ ପୋଲିସ ଅଧିକାରୀ। କି
SPEED 10
26m ago
ଦିନ ତମାମର ବ୍ରେକିଂ ଦେଖିବାକୁ ସ୍କ୍ରୋଲ କରନ୍ତୁ Speed 10
ଅର୍ଗସ ବ୍ୟୁରୋ : ବିଜେଡି ସୁପ୍ରିମୋଙ୍କୁ ସମାଲୋଚନା କଲେ ମୋହନ; କହିଲେ, ନିଜ ହୀନ ଚକ୍ରାନ୍ତରେ ନିଜେ ଫସିଲେ ନବୀନ ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । ନିଲମ୍ବି