କବଚ; ଟ୍ରେନ ଯାତ୍ରାକୁ କରିବ ସହଜ ଓ ସୁରକ୍ଷିତ
by Argus News
Wed, Sep 25 | 5:18 p.m.

ଅର୍ଗସ ବ୍ୟୁରୋ: ଦୁର୍ଘଟଣାରୁ ବଞ୍ଚାଇବ କବଚ । ବିପଦ ସମୟରେ ଟ୍ରେନରେ ଆପେଆପେ ବ୍ରେକ୍ ଲଗାଇବ କବଚ ଟେକ୍ନୋଲୋଜି । ରାଜସ୍ଥାନର ମାଧପୁରରୁ କୋଟା ମଧ୍ୟରେ ଚାଲୁଥିବା ଟ୍ରେନରେ କବଚ 4.0ର ସଫଳ ଇନଷ୍ଟଲେସନ ପରେ ଏହି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । 

କବଚ ଟେକ୍ନୋଲୋଜିର ବିକାଶ କାର୍ଯ୍ୟ 2016 ରୁ 2019 ରେ ମଧ୍ୟରେ ହୋଇଥିଲା । କବଚର ନୂଆ ସଂସ୍କରଣ 4.0 କୁ 16 ଅଗଷ୍ଟ 2024 ରେ ମଞ୍ଜୁରୀ ମିଳିଥିଲା । ପରୀକ୍ଷଣ ପରେ କବଚ ଟୋକ୍ନୋଲୋଜି ରେଳ ଯାତ୍ରୀଙ୍କ ସୁରକ୍ଷାରେ ସୁଧାର ଆଣିବାରେ ସମର୍ଥ ହେବ ବୋଲି କହିଛନ୍ତି ରେଳମନ୍ତ୍ରୀ । ଟ୍ରେନ ରେଡ୍ ସିଗନାଲର ନିକଟତର ହେବା ପୂର୍ବରୁ ଲୋକୋ ପାଇଲଟ ଧ୍ୟାନ ଦେଇନଥିଲେ ମଧ୍ୟ ଟ୍ରେନରେ ଆପେଆପେ ବ୍ରେକ ଲାଗିବ ।

ଆହୁରି ପଢନ୍ତୁ ଭାରତ ଖବର...

ନବୀନ ପଟ୍ଟନାୟକ
17m ago
ଅସନ୍ତୋଷ ଝାଡୁଛନ୍ତି ନେତା, ଟେନସନ୍ ରେ ନବୀନ
ଅର୍ଗସ ବ୍ୟୁରୋ : ବିଜେଡି ସଙ୍ଗଠନରେ ବିସ୍ଫୋରଣ ସ୍ଥିତି । ପ୍ରଦୀପ ମାଝୀ, ବଦ୍ରୀ ପାତ୍ର ଙ୍କ ପରେ ଅଶ୍ବୀନି ପାତ୍ର । ଜଣେ ପରେ ଜଣେ ନେତାଙ୍କ ବିବୃତ୍ତି ବିଜେଡି ସୁପ୍ରମୋଙ୍
ଭରତପୁର ଥାନା ଘଟଣା
19m ago
ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ
ଅର୍ଗସ ବ୍ୟୁରୋ:ଦିନ ଗଡୁଥିବାବେଳେ ଭରତପୁର ଥାନା ଘଟଣାକୁ ନେଇ ଥମୁନି ସାରା ରାଜ୍ୟରେ ଚର୍ଚ୍ଚା। ଚାଲିଛି ତଦନ୍ତ, ଫଳାଫଳକୁ ଅପେକ୍ଷା। ମେଜର ଓ ତାଙ୍କ ବାନ୍ଧବୀ ନାଁ ପୋଲିସ ଅଧିକାରୀ। କି
SPEED 10
26m ago
ଦିନ ତମାମର ବ୍ରେକିଂ ଦେଖିବାକୁ ସ୍କ୍ରୋଲ କରନ୍ତୁ Speed 10
ଅର୍ଗସ ବ୍ୟୁରୋ : ବିଜେଡି ସୁପ୍ରିମୋଙ୍କୁ ସମାଲୋଚନା କଲେ ମୋହନ; କହିଲେ, ନିଜ ହୀନ ଚକ୍ରାନ୍ତରେ ନିଜେ ଫସିଲେ ନବୀନ ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । ନିଲମ୍ବି