ଖରାଦିନେ ଲିଚୁ ଖାଇବା କେତେ ଜରୁରୀ ?
by Argus News
Sat, May 25 | 5:52 p.m.

ଅର୍ଗସ ବ୍ୟୁରୋ: କିଛି ଫଳ ଅଛି ଯାହା କେବଳ ଋତୁ ଅନୁଯାୟୀ ମିଳିଥାଏ ।ଖରା ଦିନ ଆସିବା ମାତ୍ରେ ଆମ୍ବ ଏବଂ ଲିଚି ବଜାରରେ ମିଳିଥାଏ। ବହୁତ ଲୋକ ଅଛନ୍ତି ଯେଉଁମାନେ ଲିଚି ଖାଇବାକୁ ବହୁତ ପସନ୍ଦ କରନ୍ତି ।କୁହାଯାଏକି ଯେ ଲିଚି ଏକ ଏମିତି ଫଳ ଯାହାର ତୁଳନା କରିହେବ ନାହିଁ ।ଯେଉଁ କାରଣରୁ ଲୋକମାନେ ଖରା ଋତୁ  ଆସିବା ମାତ୍ରେ ଏହାକୁ ଖାଇବାକୁ ପସନ୍ଦ କରନ୍ତି । ଲିଚିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ । ଏଥିରେ ଭିଟାମିନ୍ ସି ଅଧିକ ଥିବାରୁ ଲିଚି ଖାଇବା ଦ୍ଵାରା ଶରୀରକୁ ଅନେକ ଲାଭ ଦେଇଥାଏ । 

ଓଜନ ହ୍ରାସ କରିବାରେ ସାହାର୍ଯ୍ୟ କରେ :-
ଡାକ୍ତରଙ୍କ କହିବା କଥାକି ଯେ ହଜମ ପ୍ରକ୍ରିୟାକୁ ଏହା ସୁସ୍ଥ ରଖିଥଏ । ହୃଦ୍‌ରୋଗର ହେବାରୁ ରକ୍ଷା କରିଥାଏ ଏବଂ କର୍କଟ ରୋଗ ହେବାର ଆଶଙ୍କା କମାଇବା ପାଇଁ ଲିଚି କାମ କରିଥାଏ। ଏହା ବ୍ୟତୀତ ଏହା ଓଜନ ହ୍ରାସ ପାଇଁ ମଧ୍ୟ କାମ କରିଥାଏ । ଲିଚି ଖାଇବା ଦ୍ଵାରା ସଂକ୍ରମଣ ହେବାର ଆଶଙ୍କା କମିଯାଏ। ଏହା ଗଳା, ଜ୍ୱର, ଥଣ୍ଡା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ଗର୍ଭବତୀ ମହିଳାମାନଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟକ, କାରଣ ଏଥିରେ ପ୍ରଚୁର ଆଇରନ ଥାଏ । 

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ