ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 
by Argus News
Mon, Oct 21 | 8:23 a.m.

ଭୁବନେଶ୍ୱର: ଏହା ଆହୁରି ଘନୀଭୂତ ହୋଇ 22 ତାରିଖ ସକାଳ ବେଳକୁ ଏକ ଅବପାତ, ଏବଂ 23 ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଏକ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି l 

୨୩ରୁ ପ୍ରବଳ ବର୍ଷିବା ସମ୍ଭାବନା,୨୪ ତାରିଖ ସକାଳେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁପାରେ ବାତ୍ୟା। ଲ୍ୟାଣ୍ଡଫଲ୍ ସର୍ବାଧିକ ୧୨୦  କିଲୋମିଟର ଯାଏଁ ରହିବ ପବନର ବେଗ,IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା୨୪ ଏବଂ୨୫ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହେବ ଅତି ପ୍ରବଳ ବର୍ଷା। ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଜଗତସିଂହପୁର ଜିଲ୍ଲାକୁ ରେଡ୍ ଆଲର୍ଟ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

ପରିବା ଦର
1m ago
ବାତ୍ୟା ଲଗାଇଲା ପରିବା ବଜାରରେ ନିଆଁ
ଅର୍ଗସ ବ୍ୟୁରୋ : ବାତ୍ୟା ବଢାଇଲା ପରିବା ଦର । ବଜାରରେ ହୁ ହୁ ହୋଇ ବଢିଲା ପରିବା ଦର । ଗୋଟିଏ ପଟେ ସମ୍ଭାବ୍ୟ ବତ୍ୟା ଖବର ଗଣମାଧ୍ୟମରୁ ଶୁଣି ବଜାର ହାଟରେ ଲୋକଙ୍କ ପ୍ରବଳ ଗହଳ
ବିଦ୍ୟାଳୟ
2m ago
ବିଦ୍ୟାଳୟ ଶିକ୍ଷା, ଧନ୍ଦାମୂଳକ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ହେବ
ଅର୍ଗସ ବ୍ୟୁରୋ: ଗୁରୁତ୍ୱପୂର୍ଣ୍ଣ ବିଦେଶ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କୁ ଭେଟି ଭାରତ ଓ ସିଙ୍ଗାପୁ
ମୁହାଣ ମଝିରେ
8m ago
ମୁହାଣ ମଝିରେ ବାଲିବସ୍ତା ପକାଇ ବନ୍ଧ ବାନ୍ଧିଲେ
ଅର୍ଗସ ବ୍ୟୁରୋ: ବାତ୍ୟା ପ୍ରଭାବରେ ଗଞ୍ଜାମ ଉପକୂଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ବର୍ଷାଜଳକୁ ଆଖି ଆଗରେ ରଖି ଶତାଧିକ ମସ୍ୟଜୀବୀ ସମୁଦ୍ର ଏବଂ ମୁହା