ମା' ଚର୍ଚ୍ଚିକାଙ୍କ ପୀଠରେ ପାଳିତ ହେଉଛି ମହାଅଷ୍ଟମୀ ପୂଜା
by Argus News
Thu, Oct 10 | 9:31 a.m.

ଅର୍ଗସ ବ୍ୟୁରୋ:  ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକାଙ୍କ ପୀଠରେ ଧୁମଧାମରେ ପାଳିତ ହେଉଛି ମା ଙ୍କ ମହା ଅଷ୍ଟମୀ ପୂଜା। ମାଙ୍କୁ ଦର୍ଶନ କରିବା ପାଇଁ ଓଡିଶାର କୋଣ ଅନୁକୋଣରୁ ଛୁଟୁଛି ଭକ୍ତଙ୍କ ଭିଡ଼। ସ୍ବତନ୍ତ୍ର ନୀତିକାନ୍ତିରେ ଚାଲିଛି ମା ଙ୍କ ପୂଜା ଅର୍ଚ୍ଚନା । ଆଜି  ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ଚର୍ଚ୍ଚିକା । ସେପଟେ ରାତିରେ ହେବ ମାଙ୍କ ମହିଷା ମର୍ଦ୍ଦିନୀ ବେଶ । ପୂଜା ଦେଖିବା ପାଇଁ ମନ୍ଦିରରେ ପ୍ରବଳ ଭିଡ ଜମିଛି। କାହିଁ କେଉଁ ଦୂର ଦୂରାନ୍ତରରୁ ଆସୁଛନ୍ତି ଭକ୍ତଗଣ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର