ଶ୍ରୀକ୍ଷେତ୍ରରେ କଂସ ରାଜା, ମହୋଦଧିରେ ପାପ ଧୋଇଲେ ଧନୁଯାତ୍ରାର କଂସ
by Argus News
Fri, Jan 26 | 4:02 p.m.

ଅର୍ଗସ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର କଂସ ମହାରାଜ ଚରିତ୍ରରେ ଅଭିନୟ କରିଥିବା ହୃଷିକେଶ ଭୋଇ । ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ପ୍ରଥମେ ମହୋଦଧିରେ ସ୍ନାନକରି ନିଜର ପଇତା ସମର୍ପଣ ଓ ସୂର୍ଯ୍ୟ ନମସ୍କାର କରି ଗୋବର୍ଧନ ପୀଠ ଆସି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗୋବର୍ଦ୍ଧନ ପୀଠରେ ଜଗତ ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଶିଷ ଭିକ୍ଷା କରିବେ ଓ ନିଜେ କରିଥିବା ପାପରୁ ମୁକ୍ତି ଭିକ୍ଷା କରିବେ ଗୁରୁଜୀଙ୍କ ନିକଟରୁ ଆଶିଷ ଗ୍ରହଣ କରି ସେ ସିଧାସଳଖ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ । ଦୀର୍ଘ ୧୧ଦିନ ଧରି ବରଗଡ଼ ଧନୁ ଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବା ସମୟରେ ସେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତି  କଟୁ ମନ୍ତବ୍ୟ ଦେଇଥିଲେ । ଯାହାର ପ୍ରାୟଶ୍ଚିତ ପାଇଁ ସେ ପୁରୀ ଆସିଛନ୍ତି ।

ବ୍ରିକ୍ସ ସମିଟ୍
6m ago
ରୁଷର କାଜାନଠାରେ ବ୍ରିକ୍ସ ସମିଟ୍ ଆରମ୍ଭ
ଅର୍ଗସ ବ୍ୟୁରୋ : ରୁଷର କାଜାନଠାରେ ବ୍ରିକ୍ସ ସମିଟ୍ ଆରମ୍ଭ ହୋଇଛି। ସମିଟର ଆରମ୍ଭରେ ରୁଷ୍ ୟୁକ୍ରେନ ଯୁଦ୍ଧକୁ ନେଇ ରାଷ୍ଟ୍ରପତି ପୁଟିନଙ୍କୁ ପୁଣି ଥରେ ଶାନ୍ତିର ସନ୍ଦେଶ ଦେଇଛନ୍ତ
ବାତ୍ୟା
13m ago
ବାତ୍ୟାକୁ ନେଇ ଐତିହ୍ୟର ସୁରକ୍ଷା ନିମନ୍ତେ ଏଏସଆଇ ପକ୍ଷରୁ ଚିଠି
ଅର୍ଗସ ବ୍ୟୁରୋ : ବାତ୍ୟାକୁ ଦୃଷ୍ଟିରେ ରଖି ଐତିହ୍ୟ କୀର୍ତ୍ତିରାଜି ଗୁଡିକର ସୁରକ୍ଷା ପାଇଁ ପଦକ୍ଷେପ ନେଇଛି ଏଏସଆଇ। ପୁରୀ, କଟକ, ଜଗତସିଂହପୁର ଏବଂ ଯାଜପୁର ଜିଲ୍ଳାରେ ଥିବା ସମସ୍ତ ଐତିହ୍
ହାଇକୋର୍ଟ
18m ago
ସମ୍ଭାବ୍ୟ ଦାନା ବାତ୍ୟା ନେଇ ହାଇକୋର୍ଟରେ ଶୁଣାଣୀ
ଅର୍ଗସ ବ୍ୟୁରୋ : ସମ୍ଭାବ୍ୟ ଦାନା ବାତ୍ୟା ନେଇ ହାଇକୋର୍ଟରେ ଶୁଣାଣୀ। ଆଜି ଦିନ ୨ଟା ସୁଦ୍ଧା ଦଶହରା ପାଇଁ କଟକ ସହରରେ ଲାଗିଥିବା ବାଉଁଶ ଗେଟ, ଲାଇଟ ଗେଟ ତୁରନ୍ତ କାଢିବା ପାଇଁ ନିର୍ଦ୍ଦେଶ।