ବିଧାନସଭା ନିର୍ବାଚନ ବିଜେପି ପ୍ରାର୍ଥୀ ତାଲିକା, ଚାନ୍ଦବାଲିରୁ ଲଢିବେ ସଭାପତି ମନମୋହନ ସାମଲ
by Argus News
Tue, Apr 02 | 12:39 p.m.

ଅର୍ଗସ ବ୍ୟୁରୋ:  ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୧୧୨ଟି ଆସନରେ ପ୍ରାର୍ଥୀ ଦେଲା ବିଜେପି । ଚାନ୍ଦବାଲିରୁ ଲଢିବେ ସଭାପତି ମନମୋହନ ସାମଲ । ପଦ୍ମପୁର ରୁ ଗୋବର୍ଦ୍ଧନ ଭୋଇ, ବଜେପୁର-ସନତ ଗର୍ତ୍ତିଆ, ବରଗଡ଼ରୁ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବରା-ନିହାର ମହାନନ୍ଦ । ସେହିପରି ଆନନ୍ଦପର-ଆଲୋକ ସେଠୀ, କେନ୍ଦୁଝର-ମୋହନ ମାଝୀ, ଯଶୀପୁର- ଗଣେଶରାମ ସିଂ ଖୁଣ୍ଟିଆ, ଉଦଳା-ଭାସ୍କର ମଢେଇ, 
ବଡ଼ସାହି-ସନାତନ ବିଜୁଳି, ବାରିପଦା-ପ୍ରକାଶ ସୋରେନ, ମୋରଡା-କୃଷ୍ଣଚନ୍ଦ୍ର ମହାପାତ୍ର,  ଜଳେଶ୍ୱରରୁ ବ୍ରଜ ପ୍ରଧାନ, ରେମୁଣା- ଗୋବିନ୍ଦ ଚନ୍ଦ୍ର ଦାସ, କାମାକ୍ଷନଗର - ଶତୃଘ୍ନ ଜେନା ଲଢ଼ିବେ ବୋଲି ଘୋଷଣା ହୋଇଛି। ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ଶେଷରେ ବିଜେପି ତାର ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:  
 

ରାଜ୍ୟରେ ଲାଗୁ ହେବ
22m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର