ବଡ଼ ଧରଣର ଏନକାଉଣ୍ଟର: ପୁଣି ଜଣେ ମାଓବାଦୀଙ୍କ ମୃତ୍ୟୁ
by Argus News
Fri, May 24 | 5:54 p.m.

ଅର୍ଗସ ବ୍ୟୁରୋ: ଗତକାଲି ଠାରୁ ଚାଲିଥିବା ଏନକାଉଣ୍ଟରରୁ ଫେରିବା ସମୟରେ ଯବାନଙ୍କୁ ଆମ୍ବୁସ କଲେ ମାଓବାଦୀ। ନିଜ ଆମ୍ବୁସରେ ଫସିଲେ ମାଓବାଦୀ। 
ଯବାନ ଫରିବା ସମୟରେ ବଡ ଧରଣର ଏନକଉଣ୍ଟର ଘଟିଛି। ଏନକାଉଣ୍ଟର ସାରି ମାଓବାଦୀଙ୍କ ମର ଶରୀର ନେଇ ଫେରୁଥିବା ସମୟରେ ଗୁଳିବିନିମୟ। 

ପୁଣି ଜଣେ ମାଓବାଦୀଙ୍କ ମୃତ୍ୟୁ।  ସୂଚନା ଥାଉ କି ଗତ କାଲିଠାରୁ ଛତିଶଗଡ଼ର ନାରାୟଣପୁରର ଆବୁଜମାଡ଼ ଜଙ୍ଗଲରେ ଚାଲିଥିବା ଏନକାଉଣ୍ଟରରେ 8 ଜଣ ମାଓବାଦୀ ମୃତ୍ୟୁବରଣ କରିଥିଲେ। Stf, drg ଓ ବସ୍ତର ଫାଇଟର ଯବାନଙ୍କ ମିଳିତ କୁମ୍ବିଙ୍ଗ ଅପରେସନ ସମୟରେ ମିଳିଥିଲା ବଡ ସଫଳତା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର  
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ