ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ
by Argus News
Thu, Apr 11 | 2:54 p.m.

ଅର୍ଗସ ବ୍ୟୁରୋ : ନିଜର ରୋଗ ଦେଖେଇବା ପାଇଁ ଲିଫ୍ଟ ସାହାଯ୍ୟରେ ଯାଉଥିବା ବେଳେ ଲିଫ୍ଟରେ ଅଟକି ଗଲେ ରୋଗି ଓ ସମ୍ପର୍କୀୟ । ବିଶ୍ୱସ୍ତରୀୟ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଗତକାଲି ଏ ଭଳି ଘଟଣା ଦେଖିବାକୁ ମିଳିଛି । ରୋଗି ମାନେ ଯାଉଥିବା ବେଳେ ହଠାତ ଲିଫ୍ଟଟି ଅଚଳ ହୋଇପଡ଼ିଥିଲା । ଫଳରେ ଲିଫ୍ଟ ଦୀର୍ଘ ସମୟ ଧରି ଅଟକି ରହିଥିଲା । 

ଲିଫ୍ଟ ଭିତରେ ଫସି ରହିଥିବା ମହିଳା ଏବଂ ଶିଶୁଙ୍କ ଅବସ୍ଥା ଶୋଚନୀୟ ହୋଇପଡିଥିଲା । ସେମାନେ ଅତ୍ୟନ୍ତ ମାତ୍ରାରେ ଭୟଭୀତ ହୋଇପଡ଼ିଥିଲେ । ଏ ଘଟଣା ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂଆ ନୁହେଁ । ପୂର୍ବରୁ ଏମିତି ଅନେକ ଥର ଲୋକେ ଅଟକି ରହିବା ସହ ତଳେ କଚାଡି ହୋଇପଡ଼ି ଗୁରୁତର ହୋଇଛନ୍ତି ଅନେକ ଲୋକେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ବାରମ୍ବାର ଅଭିଯୋଗ କରିବା ପରେ ଲିଫ୍ଟର ସଠିକ ଭାବରେ ମରାମତି କରାଯାଉନାହିଁ । କେତେବେଳେ ଗୋଟିଏ ଚାଲୁଛି ତ ଆଉ କେତେବଳେ ଦୁଇଟି ।ଏମିତିକି ବେଳେ ସଂପୂର୍ଣ୍ଣ ଲିଫ୍ଟ ବନ୍ଦ ହେଇଯାଉଛି । ଯାହାକୁ ନେଇ ଆସୋନ୍ତଶ ଦେଖାଦେଇଛି ।

ନିର୍ବାଚନରେ ଟଙ୍କା
1m ago
ନିର୍ବାଚନରେ ଟଙ୍କା କାରବାର ନେଇ ନବଙ୍କ ପୁଅ ବିଶାଳ ଦାସଙ୍କୁ ଆୟକର ବିଭାଗର ପଚରାଉଚରା
ଅର୍ଗସ ବ୍ୟୁରୋ: ଝାରସୁଗୁଡ଼ାରେ IT ଓ ED ରେଡ୍ । ମେ ଫେୟାର ଝାରସୁଗୁଡ଼ା ରୁମ୍ ନମ୍ବର ୫୦୧ରେ ବିଶାଳ ଦାସଙ୍କୁ ପଚରାଉଚରା । IT ର ଦୁଇଟି ଟିମ୍ ଓ ED ର ଟିମ୍ କରୁଛି ପଚରାଉଚରା
ବରଗଡ଼ରେ
48m ago
ବରଗଡ଼ରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ମାରାଥନ୍ ପ୍ରଚାର
ଅର୍ଗସ ବ୍ୟୁରୋ: ବରଗଡ଼ରେ ବିଜେପି ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବରଗଡ଼ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ
ଡଙ୍କାରୀରେ ବେଆଇନ୍
ଡଙ୍କାରୀରେ ବେଆଇନ୍ ବିସ୍ପୋରଣ , ନେଉଛି ଗୋଟିଏ ପରେ ଗୋଟିଏ ମୁଣ୍ଡ
ଅର୍ଗସ ବ୍ୟୁରୋ: ଡଙ୍କାରୀ ବିସ୍ପୋରଣ ଘଟଣାର ଦ୍ୱିତୀୟ ଦିନରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଏବେବି କଳାପଥର ତଳେ ଚାପି ହୋଇ ରହିଛନ୍ତି ଏକାଧିକ ଶ୍ରମି