ଇଂଲଣ୍ଡକୁ ୬୮ ରନରେ ହରାଇ ତୃତୀୟ ଥର ଫାଇନାଲରେ ପ୍ରବେଶ କଲା ଭାରତ
by Argus News
Fri, Jun 28 | 7:17 a.m.

ଅର୍ଗସ ବ୍ୟୁରୋ:  10 ବର୍ଷ ଅପେକ୍ଷାର ପଡ଼ିଛି ପୂର୍ଣ୍ଣଛେଦ । 2022 ଟି-20 ବିଶ୍ବକପ୍ ସେମିଫାଇନାଲ ପରାଜୟର ପ୍ରତିଶୋଧ ନେଇ ଭାରତ ଏଥର ଫାଇନାଲରେ ପ୍ରବେଶ କରିଛି। ବର୍ଷା ମଧ୍ୟ ଭାରତର ବିଜୟକୁ ଅଟକାଇ ପାରିନଥିଲା। ଦ୍ବିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ଭାରତ 68 ରନ ରେ ହରାଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ 7 ଓ୍ବିକେଟ ବିନିମୟରେ 171 ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଇଂଲଣ୍ଡ 16.4 ଓଭରରେ 103 ରନ କରି ଅଲ ଆଉଟ ହୋଇଯାଇଥିଲା । ତେବେ ଟାଇଟଲ ଲଢେଇରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ। ଶେଷଥର ପାଇଁ ଭାରତ 2014 ଟି-20 ଫାଇନାଲ ଖେଳିଥିଲା ।

ଅଧିକ ପଢ଼ନ୍ତୁ ଖେଳ ଖବର:

ନିର୍ଦ୍ଦୟ ହୋଇଥିଲେ
26m ago
ନିର୍ଦ୍ଦୟ ହୋଇଥିଲେ ନବୀନ, ମୋହନ ଦେଖାଇଲେ ମହନତା
ଅର୍ଗସ ବ୍ୟୁରୋ: ବିଜେଡି ସରକାର ବନ୍ଦ କରି ଦେଇଥିବା ସ୍କୁଲ ଗୁଡିକ ପୁଣିଥରେ ଖୋଲିବାକୁ ବିଜେପି ସରକାର ଆରମ୍ଭ କରିଛନ୍ତି ଯୋଜନା । ଯେଉଁଠି ପିଲା ମାନଙ୍କୁ ଦୂର ସ୍ଥାନ କୁ ଯିବା କ
ପାକିସ୍ତାନରେ
31m ago
ପାକିସ୍ତାନରେ ଏକ୍ସପ୍ରେସ ଓ୍ବେ କେତେ ରହିଛି ଆପଣ ଜାଣିଛନ୍ତି କି?
ଅର୍ଗସ ବ୍ୟୁରୋ: ପାକିସ୍ତାନରେ ଏକ୍ସପ୍ରେସ ଓ୍ବେ କେତେ ରହିଛି ଆପଣ ଜାଣିଛନ୍ତି କି? ସବୁଠାରୁ ଲମ୍ବା ଏକ୍ସପ୍ରେସ ଓ୍ବେ ହେଉଛି ୨୦୦ କିଲୋମିଟର। ତେବେ ପଡ଼ୋଶୀ ଦେଶରେ ମୋଟ ୧୨ଟି ଏକ୍ସପ୍ରେସ ଓ୍ବ
SHIVA
37m ago
ଏହି ପାଞ୍ଚଟି ଫୁଲକୁ ଭାଗ୍ୟବାନ ଶିବଙ୍କୁ କରନ୍ତୁ ଅର୍ପଣ, ବଦଳିଯିବ ଆପଣଙ୍କ ଭାଗ୍ୟ
ଅର୍ଗସ ବ୍ୟୁରୋ: ୫ଟି ଫୁଲ ବଦଳାଇଦେବ ଆପଣଙ୍କ ଭାଗ୍ୟ। ଏହି ପାଞ୍ଚଟି ଫୁଲକୁ ଭାଗ୍ୟବାନ ଶିବଙ୍କୁ କରନ୍ତୁ ଅର୍ପଣ। ଯାହାଦ୍ୱାରା ଆପଣ ପାଇପାରିବେ ଭଗବାନ ଶିବଙ୍କ ଆଶିଷ