ଏହି ପାଞ୍ଚଟି ଫୁଲକୁ ଭାଗ୍ୟବାନ ଶିବଙ୍କ ପାଖେ କରନ୍ତୁ ଅର୍ପଣ
by Argus News
Tue, Jul 02 | 8:04 p.m.

ଅର୍ଗସ ବ୍ୟୁରୋ:  ୫ଟି ଫୁଲ ବଦଳାଇଦେବ ଆପଣଙ୍କ ଭାଗ୍ୟ। ଏହି ପାଞ୍ଚଟି ଫୁଲକୁ ଭାଗ୍ୟବାନ ଶିବଙ୍କୁ କରନ୍ତୁ ଅର୍ପଣ। ଯାହାଦ୍ୱାରା ଆପଣ ପାଇପାରିବେ ଭଗବାନ ଶିବଙ୍କ ଆଶିଷ। ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କର ଅନେକ ସଂଖ୍ୟାରେ ଭକ୍ତ ରହିଛନ୍ତି। ଭଗବାନ ଶିବଙ୍କୁ ମହାଦେବ କୁହାଯାଏ, ତାଙ୍କ କୃପା ପାଇବା ପାଇଁ ହେଲେ ତାଙ୍କୁ ପଞ୍ଚ ପୁଷ୍ପ ଅର୍ପଣ କରିବା ଦରକାର। ଏହି ୫ ପ୍ରକାରର ଫୁଲ କଣ କଣ ଜାଣନ୍ତି କି ? ଜାଣି ରଖନ୍ତୁ ଫୁଲ ଗୁଡିକର ନାମ। ଶିବଙ୍କ ପାଖରେ ସୋମବାର ଏବଂ ସନ୍ଧ୍ୟା ସମୟ ଛାଡିକି ସବୁ ଦିନ କନିଆରି ଫୁଲ ଅର୍ପଣ କରନ୍ତୁ। ଦେଖିବେ କିପରି ମହାଦେବଙ୍କ ପୃପା ଲାଭ କରୁଛନ୍ତି।

ମହାଦେବଙ୍କୁ ଧଳା ରଙ୍ଗର ଫୁଲ ଚଢ଼ାଇବା ଦ୍ୱାରା ମୋକ୍ଷର ପ୍ରାପ୍ତି ହୋଇଥାଏ। ଭଗବାନ ଶିବଙ୍କୁ ପାରିଜାତ ଫୁଲ ଚଢ଼ାଇବା ଦ୍ୱାରା ସେ ପ୍ରସନ୍ନ ହୋଇଥାନ୍ତି। ଶାମି ଫୁଲ  ଏବଂ ଶାମିର ଏକ ପତ୍ର ହଜାରେ ବେଲପତ୍ର ଠାରୁ ଅଧିକ ମନା ଯାଏ।ଭୋଲେନାଥଙ୍କୁ ଯଦି ଦୁଦୁରା ଫୁଲ ଚଢ଼ାନ୍ତୁ, ଏହା ମଧ୍ୟ ପଞ୍ଚ ଫୁଲ ମଧ୍ୟରୁ ଗୋଟିଏ ହୋଇଥାଏ। ଏହି ସବୁ ଫୁଲ ଭଗବାନଙ୍କ ପାଖରେ ଚଢ଼ାନ୍ତୁ ଏବଂ ଶିବଙ୍କ ଆଶିଷ ଲାଭ କରନ୍ତୁ।

ଅଧିକ ପଢ଼ନ୍ତୁ ଧର୍ମ ଖବର:

 

ମରିନ ଡ୍ରାଇଭ ହେଲା
ମରିନ ଡ୍ରାଇଭ ହେଲା ଜନ ସମୁଦ୍ର : ରୋହିତ କହିଲେ ଆମେ ଆସିଗଲୁ
ଅର୍ଗସ ବ୍ୟୁରୋ: ପ୍ରତୀକ୍ଷାର ଅନ୍ତ ଘଟିଲା । ବିଶ୍ବକପ ଧରି ଭାରତକୁ ଫେରିଲା ଟିମ ଇଣ୍ଡିଆ। ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପିଥିଲା ଦିଲ୍ଲୀ ଆଇଜି ବିମାନବନ୍ଦର । ଭାରତରେ ପହଂଚିବା ପରେ ରୋହି
ବର୍ଷକରେ
ବର୍ଷକରେ Threadsରେ ୧୭୫ ମିଲିୟନ ୟୁଜର୍ସ: ଜୁକରବର୍ଗ ଏବେ ଖୁସି ନିଶ୍ଚିତ
ଅର୍ଗସ ବ୍ୟୁରୋ: ମେଟା ଗତ ବର୍ଷ ୫ ଜୁଲାଇରେ ନିଜର ଇନଷ୍ଟାଗ୍ରାମରେ ଲାଟେଷ୍ଟ ମେସେଜ ଏକ୍ସଟେନସନରେ ଫ୍ଲାଟଫର୍ମ ଥ୍ରେଡସ (Threads)କୁ ଲଞ୍ଚ କରିଥିଲା । ଆସନ୍ତାକାଲି ଏହାକୁ ବର୍ଷେ ପୁରିବ
ଆଉ ଦୁଇ ଦିନ ପରେ
ଆଉ ଦୁଇ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା
ଅର୍ଗସ ବ୍ୟୁରୋ: ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର ଦୁଇ ଦିନବାକି । ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ଆଜି ଅଣସରର ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତ