ଦିଲ୍ଲୀରେ ଅରେଞ୍ଜ ଆର୍ଲଟ ଜାରି କଲା ପାଣିପାଗ ବିଭାଗ
by Argus News
Tue, Jul 02 | 12:11 p.m.

ଅର୍ଗସ ବ୍ୟୁରୋ: ପାଣିପାଗ ବିଭାଗ ଅନୁଯାୟୀ ଦିଲ୍ଲୀରେ ଆଗାମୀ ଦୁଇଦିନ ଯାଇଁ ଅରେଞ୍ଜ ଆର୍ଲଟ ଜାରି କରିଛି ପାଣିପାଗ ବିଭାଗ । ପୁବ ବର୍ଷା ଅନୁଯାୟୀ ଦିଲ୍ଲୀରେ ଭାରି ବର୍ଷା କାରଣରୁ ୧୫୦ ମିଲିମିଟର ବର୍ଷା ରେର୍କଡ କରାଯାଇଥିଲା । ଆଗାମୀ ଦୁଇଦିନ ଯାଏଁ ମଧ୍ୟମ ବର୍ଷା ଜାରି ରହିପାରେ ଏ ନେଇ ପାଣିପାଗ ବିଭାଗ ଆକଳନ କରିଛି । ଶୁକ୍ରବାର ଦିଲ୍ଲୀରେ ପ୍ରଥମ ମୌସୁମୀ ବର୍ଷା ଆଣିଥିଲା ବିତ୍ପାତ । ଶୁକ୍ରବାର ଭୋରରୁ ସାଢେ ପାଂଚଟା ମଧ୍ୟରେ ୧୫୦ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। 

୩ ଘଣ୍ଟା ମଧ୍ୟରେ ଏହି ବର୍ଷା ରେକର୍ଡ ହୋଇଛି । ଚଳିତ ବର୍ଷର ସବୁଠାରୁ ଏହା ଦିଲ୍ଲୀରେ ଅଧିକ ବର୍ଷା ହୋଇଥିଲା । ତେଣୁ ରାଜଧାନୀର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ବର୍ଷା ଯୋଗୁଁ ସହରରେ ଟ୍ରାଫିକ ସମସ୍ୟା ଓ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବା ସହ ଟ୍ରାଫିକରେ ପାଣି ଜମିବା, ଟ୍ରାଫିକ୍ ଜାମ୍ ଓ ଗଛ ପଡ଼ିଥିବା ଦେଖିବାକୁ ମିଳିଥିଲା । 

ପାଣି ଜମି ରହିଥିବାରୁ କାର, ବସ୍, ଦୁଇ ଚକିଆ ଯାନ, ଅଟୋ ଆଦି ପ୍ରଭାବିତ ହେବା ସହ ଅନେକ ସ୍ଥାନରେ ସାଇକେଲ୍ ଧରି ଲୋକମାନେ ଯିବା ଆସିବା କରିଥିଲେ । ଅନେକ ସ୍ଥାନରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

ମୋହନ ସରକାର
19m ago
ମୋହନ ସରକାରଙ୍କ ପାଇଁ ରେକର୍ଡିଂ ହେଲା ନୂଆ ଗୀତ
କଟକ : ରାଜ୍ୟରେ ନୂତନ ମୋହନ ସରକାରଙ୍କ ପାଇଁ କଟକରେ ରେକର୍ଡିଂ ହେଲା ଓଡ଼ିଆ ଗୀତ। କଟକ SK ଷ୍ଟୁଡିଓରେ ଉଭୟ ପୁରୁଷ ଓ ମହିଳା କଣ୍ଠରେ ଏହି ଗୀତଟି ରେକର୍ଡିଂ କରାଯାଇଛି। ଓଡ଼ିଶାରେ ପରିବର୍ତ୍ତ
ରଥଯାତ୍ରା
35m ago
ପୁରୀରେ ଶୃଙ୍ଖଳିତ ତଥା ସୁରକ୍ଷିତ ରଥଯାତ୍ରା ପାଇଁ ମକଡ୍ରିଲ୍
ପୁରୀ : ପୁରୀ ଟାଉନ ଥାନା ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମରେ ରଥଯାତ୍ରା ପାଇଁ ମକଡ୍ରିଲ୍। ଶୃଙ୍ଖଳିତ ତଥା ସୁରକ୍ଷିତ ରଥଯାତ୍ରା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ କିଭଳି ରହିବ ସେନେ
KANGAROO COURT
35m ago
ଡାବୁଗାଁ ଥାନା ଅଞ୍ଚଳରେ କଙ୍ଗାରୁ କୋର୍ଟ, ପ୍ରେମୀ ଯୁଗଳଙ୍କୁ ନିର୍ଦ୍ଧୁମ ମାଡ
ଅର୍ଗସ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ହୃଦୟ ବିଦାରକ କଙ୍ଗାରୁ କୋର୍ଟ। ଦୁଇ ପ୍ରେମୀ ଯୁଗଳଙ୍କ ଆଖିକୁ କପଡାରେ ବାନ୍ଧି ନିର୍ଦ୍ଧୁମ ମାଡ଼ ମାରିଛନ୍ତି ଗାଁଲୋକ