ବାଙ୍କୀରେ ଚୋରଙ୍କ ଆତଙ୍କ, ବ୍ୟାଙ୍କରେ ପଶି ଲୁଟିନେଲେ ଟଙ୍କା
by Argus News
Fri, Dec 29 | 2:59 p.m.

ଅର୍ଗସ ବ୍ୟୁରୋ : ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କରେ ଚୋରଙ୍କ ଆତଙ୍କ । ବ୍ୟାଙ୍କରେ ପଶି ଲୁଟିନେଲେ ଟଙ୍କା । ଲକରକୁ ବାହାରକୁ ନେଇ ଲକରେ ଥିବା ଚଉଦ ଲକ୍ଷରୁ ଉର୍ଦ୍ଧ ଟଙ୍କା ନେଇ ଚଂପଟ ମାରିଛନ୍ତି ଚୋର । ଏହି ଘଟଣା ଘଟିଛି ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଡମପଡା ଶାଖାରେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଜି କାର୍ଯ୍ୟାଳୟ ବ୍ୟାଙ୍କ୍ ଶାଖାରେ ପହଞ୍ଚି ତାଲା ଖୋଲିବା ବେଳକୁ ତାଲାଭଙ୍ଗା ଯାଇଥିବାର ଦେଖି ଥିଲେ ବ୍ୟାଙ୍କ୍ ଶାଖାର ପରିଚାଳକ ଓ କର୍ମଚାରି ମାନେ । ପରେ ଚୋରି ହୋଇଥିବାର ଦେଖି ଶାଖା ପରିଚାଳକ ବାଙ୍କୀ ଥାନାରେ ଏତଲା ଦେଇଛନ୍ତି । ଏତଲାକୁ ଆଧାର କରି ବାଙ୍କୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବହୁ ଗୁରୁତ କାଗଜ ପତ୍ର ମଧ୍ୟ ନେଇ ଯାଇଥିବାର ଅଭିଯୋଗ କରିଛନ୍ତି ଶାଖା ପରିଚାଳକ । ଘଟଣା ସ୍ଥଳରେ କଟକ ଗ୍ରାମାଞ୍ଚଳ ଏସ ପି ମିହିର କୁମାର ପଣ୍ଡା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ