ମନରେ ଅସନ୍ତୋଷର ନିଆଁ, ସେଥିପାଇଁ ଛାଡିଲି ବିଜେଡି...
by Argus News
Sun, Feb 25 | 1:22 p.m.

ଅର୍ଗସ ବ୍ୟୁରୋ: ଝାରସୁଗୁଡ଼ା ଜିଲ୍ଲା କିର୍ମିରା ପଞ୍ଚାୟତ ବିଜେଡି ସଭାପତି କିର୍ମୀରା ପଞ୍ଚାୟତର ବିଜେଡି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ମୋହନ ଚନ୍ଦ୍ର ନାୟକ । ଦୀର୍ଘ ୫ ବର୍ଷ ଧରି ସେ ଏହି ଦାୟିତ୍ୱରେ ରହିଥିଲେ । ଇସ୍ତଫା ଦେବାର କାରଣ ସେ ଗୋପନୀୟ ରଖିଥିବାବେଳେ ମନରେ ଅସନ୍ତୋଷର ନିଆଁ ରହିଥିବା କୁହାଯାଉଛି । କାରଣ ସିଧା ସଳଖ ନାଁ ନ ନେଇଥିଲେ ବି ପରୋକ୍ଷରେ ବିଧାୟିକା ଦିପାଲି ଦାସଙ୍କୁ ଟାର୍ଗେଟ କରିଛନ୍ତି ମୋହନ ଚନ୍ଦ୍ର ନାୟକ । ସେ କହିଛନ୍ତି, ଯେତେବେଳେ ନବ ଦାସ ଥିଲେ ତାଙ୍କୁ ଗୁରୁତ୍ଵ ଦେଉଥିଲେ । ବର୍ତ୍ତମାନ୍ ଯିଏ ଅଛନ୍ତି ସେ ତାଙ୍କୁ କିଛି କହୁନାହାନ୍ତି । ତାଙ୍କୁ ଅଣଦେଖା କରି ସବୁ କାମ କରାଯାଉଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଉଚ୍ଚ ଜୁଆର
24m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
27m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ