853 ନିବେଶକଙ୍କଠାରୁ 140କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗ 
by Argus News
Thu, Feb 22 | 2:24 p.m.

 ଭୁବନେଶ୍ୱର:  ନିବେଶ ନାରେ ଶହ ଶହ କୋଟି ଠକେଇ। 853 ନିବେଶକଙ୍କଠାରୁ 140କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗ ହୋଇଛି। ଏମିତିକି ଠକ ସୁଶାନ୍ତ ନାଗ ଘର ମାଲିକଙ୍କୁ ବି କମ୍ପାନୀ ଲଗାଇଛି ଚୁନା। ଏନେଇ ଅର୍ଥନୈତିକ ଅପରାଧ ଶାଖାର ଦ୍ବାରସ୍ଥ ହୋଇଛନ୍ତି ନିବେଶକ।

ଭୁବନେଶ୍ବର ନୟାପଲ୍ଲୀରେ ଏକ କମ୍ପାନୀ ନିବେଶ ପାଇଁ ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଉଥିଲେ ସୁଶାନ୍ତ। ପରେ ଜମି ଓ ଆପାର୍ଟମେଂଟରେ ନିବେଶ କରାଉଥିଲେ। ଭୁବନେଶ୍ବରରେ ଭିନ୍ନ ଭିନ୍ନ କମ୍ପାନୀ କରି ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଛି । ଠକେଇ ହୋଇଥିବା ସନ୍ଦେହ ହେବା ପରେ ଅଫିସ ଘେରାଉ କରିଥିଲେ ଲୋକେ। କିନ୍ତୁ ସେତେବଳେକୁ ଅଭିଯୁକ୍ତ ସୁଶାନ୍ତ ଫେରାର ହୋଇଯାଇଥିଲା। ତେବେ ଟଙ୍କା ଫେରସ୍ତ ଦାବିରେ ଅଡି ବସିଛନ୍ତି ନିବେଶକ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ