ବିଜ୍ଞାନ ମେଳାରେ ସାମିଲ ହେଲେ ୨୫୦ରୁ ଅଧିକ ଛାତ୍ରଛାତ୍ରୀ 
by Argus News
Wed, Feb 28 | 8:36 p.m.

ଭୁବନେଶ୍ୱର:   ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍( ILS) ରେ ଆଜି ଆରମ୍ଭ ହୋଇଯାଇଛି ବିଜ୍ଞାନ ମେଳା। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ୨୫୦ରୁ ଅଧିକ ଛାତ୍ର ଛାତ୍ରୀ। ବିଭିନ୍ନ ସ୍କୁଲ, କଲେଜ ଓ ବିଶ୍ୱ ବିଦ୍ୟାଳୟର୍ ପିଲାମାନେ ଆଜି ILSରେ ପହଞ୍ଚିଥିଲେ। ବିଜ୍ଞାନ ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମର ଆୟୋଜନ ୫ଟି ସ୍ଥାନରେ କରାଯାଇଥିଲା।

ତାହା ମଧ୍ୟରୁ ଭୁବନେଶ୍ୱର ILS ଗୋଟିଏ। ILSର ବିଭିନ୍ନ ବରିଷ୍ଠ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇଥିଲେ ଛାତ୍ର ଛାତ୍ରୀ। ବିଜ୍ଞାନ ପ୍ରତି ରୁଚି ବଢାଇବା ସହ ଦୈନନ୍ଦିନ ଜୀବନରେ ପାଠ ପଢା ସହ ବିଜ୍ଞାନକୁ କିଭଳି ଯୋଡି ହୁଏ ସେ ଉପରେ ଆଲୋଚନା କରାଯାଇଥିଲା। ILSର ଏଭଳି କାର୍ଯ୍ୟକ୍ରମରେ ସାମିଲ ହୋଇ ଛାତ୍ର ଛାତ୍ରୀ ବେଶ ଖୁସି ଥିବା କହିଥିଲେ।  
ଅଧିକ ପଢନ୍ତୁ ଓଡ଼ିଶା ଖବର 

ରାଜ୍ୟରେ ଲାଗୁ ହେବ
23m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର