ନଳକୂଅ ଦେଲା ଧୋକା, ଚୁଆ ପାଣି ଭରସାରେ ଇଶ୍ବରନଗର
by Argus News
Thu, Apr 04 | 7:05 p.m.

ଅନୁଗୁଳ: ଅନୁଗୁଳ ପାଲଲହଡା ବ୍ଲକର ଇଶ୍ବରନଗର ଗାଁ । ଗାଁରେ 4 ଶହରୁ ଉର୍ଦ୍ଧ ପରିବାର ବସବାସ କରନ୍ତି । ପିଇବା ପାଣି ପାଇଁ ଏଠି 6 ଟି ନଳକୂପ ଅଛି । ମାତ୍ର ସେଥିମଧ୍ୟରୁ ଗୋଟିଏ ନଳକୂପ ଅଚଳ । ଅନ୍ୟ 4 ଟି ନଳକୂପ ରୁ ବାହାରୁଛି ଲୌହ ଯୁକ୍ତ ପାଣି । ଯେଉଁ ପାଣି ପିଇବା ଉପଯୋଗୀ ନୁହେଁ। ଫଳରେ ଚୁଆ ପାଣି ଏଠି ପାଲଟିଛି ପଞ୍ଚିବାର ମାଧ୍ୟମ। 

 ଗ୍ରାମରେ  ସରକାରଙ୍କ ଦ୍ଵାରା ମେଘା ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ପାନୀୟ ଜଳ ଯୋଗାଇ ଦେବା ପାଇଁ ଘର ଘର କୁ ପାଇପ ବିଛା ଯାଇଛି ହେଲେ 4 ବର୍ଷ ହେବ ପାଣି ମୁନ୍ଦେ ଆସୁନାହିଁ,, ଫଳରେ ନାହିଁ ନଥିବା ଅସୁବିଧା ଭୋଗିବା ଶହ ସୁଧ ପାନୀୟ ଜଳ ପାଇବା ରୁ ବଂଚିତ ଅଛନ୍ତି l ବାରମ୍ବାର ଏ ନେଇ ସ୍ଥାନୀୟ ପ୍ରଶାସନଙ୍କୁ ଜଣାଇଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ପାଣି ନାଁରେ ସ୍ଥାନୀୟ ସରକାରୀ ପ୍ରତିନିଧୀ ଦେଉଛନ୍ତି ମିଛ ପ୍ରତିଶୃତି । ଗ୍ରାମାଞ୍ଚଳରେ ଲୋକେ ପାଉଛନ୍ତି ଜଳ ଯନ୍ତ୍ରଣା। ଏଠି ପ୍ରଶ୍ନ ଉଠୁଛି ଏମିତି ଆଉ କେତେଦିନ।
ଅଧିକ ପଢନ୍ତୁ ଓଡ଼ିଶା ଖବର

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ