ସ୍ଥଗିତ ନୁହେଁ  ଆନ୍ଦୋଳନ ଜାରି ରହିବ : ମହାସଙ୍ଘ
by Argus News
Sat, Jan 06 | 2:16 p.m.

ଭୁବନେଶ୍ୱର:  ସ୍ଥଗିତ ନୁହେଁ ଜାରି ରହିଛି ଆନ୍ଦୋଳନ ପ୍ରତିକ୍ରିୟା ଦେଲେ ଡ୍ରାଇଭର ଏକତା ମଞ୍ଚ ସଦସ୍ୟ। ସ୍ଥଗିତ ହୋଇନି, ଜାରି ରହିଛି ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ପରିବହନ କମିଶନରଙ୍କ ସହ ଆଲୋଚନା ପରେ ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ସଦସ୍ୟ ତଥା ଓଡ଼ିଶା ଡ୍ରାଇଭର ମହାସଂଘ ରାଜ୍ୟ କୋଷାଧ୍ୟକ୍ଷ ଆଦିତ୍ୟ ପ୍ରସାଦ ବେହେରାଙ୍କ ସୂଚନା ।

ସେ କହିଛନ୍ତି, ମହାମଞ୍ଚ କେନ୍ଦ୍ରୀୟ ଆଇନ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲା । ରାଜ୍ୟ ଦାବି ପ୍ରସଙ୍ଗ ବି ଉଠାଇ ଥିଲା । ରାଜ୍ୟ ସରକାର ଦାବି ପୂରଣ କରିଛନ୍ତି । କିନ୍ତୁ କେନ୍ଦ୍ରୀୟ ଆଇନ ବିରୋଧରେ କଣ ନିଷ୍ପତ୍ତି ନିଆଯିବ କିଛି ସମୟ ମଧ୍ୟରେ ରାଜ୍ୟ ସଭାପତି ରେଢ଼ାଖୋଲରୁ ଜଣାଇବେ ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

MODI
1m ago
ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: ବିଜେପି ଫୋକସରେ ଓଡ଼ିଶା। ରାଜ୍ୟରେ ସତ୍ତା ପରିବର୍ତ୍ତନ ପାଇଁ ବିଜେପି ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ। ଏଥିପାଇଁ ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତ
BJP
7m ago
ବାଲେଶ୍ବରରେ ବିଜେପିର ଶକ୍ତି ପ୍ରଦର୍ଶନ
ଅର୍ଗସ ବ୍ୟୁରୋ : ୨୪ ନିର୍ବାଚନ ପାଇଁ ଜୋସରେ ରାଜ୍ୟ ବିଜେପିର ହେଭିୱେଟ୍ । ବାଲେଶ୍ବରରେ ଏକାଠି ପ୍ରଚାର କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍
31 LAKH CASH
19m ago
ଟିଟଲାଗଡ଼ରୁ ୩୧ ଲକ୍ଷରୁ ଉର୍ଦ୍ଧ ଜାଲନୋଟ ଜବତ ଘଟଣା
ଅର୍ଗସ ବ୍ୟୁରୋ : ଟିଟଲାଗଡ଼ରୁ ୩୧ ଲକ୍ଷରୁ ଉର୍ଦ୍ଧ ଜାଲନୋଟ ଜବତ ଘଟଣା । ଅଭିଯୁକ୍ତ ଲିଙ୍ଗରାଜ ବେହେରାକୁ ୫ ବର୍ଷ ସଶ୍ରମ ଦଣ୍ଡାଦେଶ ଦେଇଛନ୍ତି ମାନ୍ୟବର ଟିଟିଲାଗଡ଼ ଆସିଷ୍ଟାଣ୍ଟ ସେସନ୍ସ ଜଜ