ଏନଟିଏ ପକ୍ଷରୁ ପ୍ରକାଶ ପାଇଲା ନିଟ୍‌ ୟୁଜି ରେଜଲ୍ଟ
by Argus News
Sat, Jul 20 | 12:38 p.m.

ଅର୍ଗସ ବ୍ୟୁରୋ:  ପ୍ରକାଶ ପାଇଲା ନିଟ୍‌ ୟୁଜି ରେଜଲ୍ଟ । ଏନଟିଏ ପକ୍ଷରୁ ପ୍ରକାଶ ପାଇଲା ନିଟ୍‌ ୟୁଜି ରେଜଲ୍ଟ । ଆଜି ରେଜଲ୍ଟ ପ୍ରକାଶ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଜୁଲାଇ ୧୮ରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପରୀକ୍ଷା ଫଳ ଉପଲବ୍ଧ । ଓ୍ୱେବସାଇଟ୍‌ nta.ac.in ରେ ରେଜଲ୍ଟ ଉପଲବ୍ଧ। ପରୀକ୍ଷା କେନ୍ଦ୍ର ଓ ସହର ଅନୁସାରେ ଫଳ ପ୍ରକାଶ।

ଚଳିତବର୍ଷ, NEET-UG ପରୀକ୍ଷା ୫ ମେ’ରେ ହୋଇଥିଲା। ଏହାର ଫଳାଫଳ ୪ ଜୁନ୍ ୨୦୨୪ରେ ପ୍ରକାଶ ପାଇଥିଲା। ଏଥିରେ ମୋଟ୍ ୧୫୬୩ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ପ୍ରାୟ ୨୪ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। ଏହାପରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ହେବା ପରେ ଜୁନ୍‌ ୨୩ରେ ଆଉ ଏକ ପରୀକ୍ଷା କରାଯାଇଥିଲା। ଯାହାର ରେଜଲ୍ଟ ଜୁନ୍ ୩୦ରେ ପ୍ରକାଶ ପାଇଥିଲା।

ଅଧିକ ପଢ଼ନ୍ତୁ ଦେଶ ଖବର:
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା