ତିନି ଜିଲ୍ଲା କେନ୍ଦ୍ରାପଡା,ଜଗତସିଂହପୁର ଓ ଝାରସୁଗୁଡାରେ ଖୋଲିବ ନୂଆ କଲେଜ
by Argus News
Fri, Aug 30 | 2:09 p.m.

ଅର୍ଗସ ବ୍ୟୁରୋ: ରାଜ୍ୟର ଖୋଲିବ ନୂଆ ସରକାରୀ କଲେଜ । ତିନି ଜିଲ୍ଲା କେନ୍ଦ୍ରାପଡା,ଜଗତସିଂହପୁର ଓ ଝାରସୁଗୁଡାରେ ସରକାରୀ କଲେଜ ନଥିବା ବେଳେ ଖୁବଶୀଘ୍ର ସରକାରୀ କଲେଜ ପ୍ରତିଷ୍ଠା କରିବେ ରାଜ୍ୟ ସରକାର । ଏନେଇ ବିଧାନସଭାରେ  ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏହାସହ ପୁଣି ଥରେ ବିଶ୍ବବିଦ୍ୟାଳୟରେ ସିନେଟ ସ୍ଥାପନ ହେବା ନେଇ ସରକାର ବିଚାର କରୁଥିବା କଥା କହିଛନ୍ତି ମନ୍ତ୍ରୀ  । ସେହିପରି ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ 2020କୁ ସଂଶୋଧନ କରାଯିବ। ଏନେଇ ଗୃହରେ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ। ବିଶ୍ବବିଦ୍ୟାଳୟ ଗୁଡିକର ସ୍ଵୟତତ୍ତା ବଜାୟ ରଖିବା ପାଇଁ, ନିଯୁକ୍ତି କ୍ଷମତା ବିଶ୍ବବିଦ୍ୟାଳୟକୁ ପ୍ରଦାନ କରାଯିବ। ସିନେଟ ପୁନଃସ୍ଥାପିତ ହେବ, ଏ ନେଇ ସରକାର ବିଚାର କରୁଛନ୍ତି. । ବିଜେଡ଼ି ବିଧାୟକ ଗଣେଶ୍ବର ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ।

 

ପାଟଣାଗଡ଼ରେ
now
ପାଟଣାଗଡ଼ରେ ୧୨ ଟିକିଆ ହାତୀ ପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବନାଞ୍ଚଲର ଟିକ୍ରାପଡ଼ା ସେକସନରୁ ଗତ ରାତିରେ ଗୁଦ୍ରାମୁଣ୍ଡା ପଟୁ 12ଟିକିଆ ହାତୀ ପଲ ଆସି ପାଟଣାଗଡ ରେଞ୍ଜର ସେମେଲ ମୁଣ୍ଡା ଗାଁର
କୁମ୍ଭୀର
1m ago
ଉଦ୍ଧାର ହେଲା ଥଣ୍ଟିଆ କୁମ୍ଭୀର
କଟକ: କାଠଯୋଡ଼ିରୁ ଉଦ୍ଧାର ହେଲା ଘଡ଼ିଆଳ ବା ଥଣ୍ଟିଆ କୁମ୍ଭୀର । କଟକ ସିଟି ରେଞ୍ଜ ଅଫିସ ଉଦ୍ୟମ ବଳରେ ଏହି କୁମ୍ଭୀରକୁ ଉଦ୍ଧାର କରାଯାଇଛି। ଦୀର୍ଘ ଏକ ମାସ ରୁ ଉର୍ଦ୍ଧ୍ବ ସମୟ ଧରି କାଠଯୋଡ଼
ଦିଲ୍ଲୀ ମଦ ଦୁର୍ନୀତିରେ
ଦିଲ୍ଲୀ ମଦ ଦୁର୍ନୀତିରେ ବହୁ ନେତା ଜେଲ ଯିବା ପରେ ଆତିଶୀ ଥିଲେ ଚର୍ଚ୍ଚାରେ
ଅର୍ଗସ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ପରେ ଆତିଶି ମାର୍ଲେନ ମୁଖ୍ୟମନ୍ତ୍ରୀ ଭାବେ ଦଳୀୟ ନେତାଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି । ଦିଲ୍ଲୀ ମଦ ଦୁର୍ନୀତିରେ ବହ