ଓଡ଼ିଶାରେ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି: ମୋଦି
by Argus News
Wed, May 29 | 2:43 p.m.

ଅର୍ଗସ ବ୍ୟୁରୋ:  ରାଜ୍ୟସରକାରଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ । ବାରିପଦା ଜନସଭାରେ ଜନସାଧାରଣ ଲୋକଙ୍କୁ କରିଛନ୍ତି ସମ୍ବୋଧନ । ମୋଦିଙ୍କ ଗସ୍ତ ପାଇଁ ଉତ୍ସାହିତ ଜନସାଧାରଣ । ବାରିପଦା ପରେ ବାଲେଶ୍ବର ଓ କେନ୍ଦ୍ରାପଡା ଯିବେ ପ୍ରଧାନମନ୍ତ୍ରୀ ମୋଦି । ମୋଦି କହିଛନ୍ତି,`ଓଡ଼ିଶାରେ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି'। 25 ବର୍ଷ ପରେ ଓଡ଼ିଶାରେ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି। `10 ଜୁନରେ ଓଡ଼ିଶାରେ ଭାଜପାର ପ୍ରଥମ ମୁଖ୍ୟମନ୍ତ୍ରୀ ଶପଥ ନେବେ'। ଦିଲ୍ଲୀରେ ତୃତୀୟ ଥର ପାଇଁ ସରକାର ଗଢିବ ବିଜେପି।ବିଜେଡିକୁ ଛାଡ଼ି ବିଜେପିକୁ ବାଛିବେ ଓଡ଼ିଶାବାସୀ। ପୂର୍ଣ୍ଣ ବହୁମତରେ ଓଡ଼ିଶାରେ ଭାଜପା ସରକାର ଆସିବ। ଓଡ଼ିଶାକୁ ବିକାଶର ନୂଆ ରୂପ ଦେବ ବିଜେପି । ବିଜେଡିକୁ ଛାଡ଼ି ବିଜେପିକୁ ବାଛିବେ ଓଡ଼ିଶାବାସୀ। ଓଡ଼ିଶାର ବିକାଶ ପାଇଁ କେନ୍ଦ୍ରରୁ ରେକର୍ଡ ଟଙ୍କା  ପଠାଯାଇଛି।

କେନ୍ଦ୍ର ଟଙ୍କାକୁ ବାଟମାରଣା କରୁଛନ୍ତି ବିଜେଡି ସରକାର। ବିଜେଡି ନେତା ନିଜ ଠିକାଦାରଙ୍କୁ କାମ ଦେଇ ଓଡ଼ିଶାକୁ ଲୁଟୁଛନ୍ତି। ବିଜୟ ସଂକଳ୍ପ ସମାବେଶରେ ମୋଦି।ଜମି, ଖଣି, କୋଇଲା ମାଫିଆ ବିଜେଡି ସରକାର। ବିଜେଡି ସରକାର ଗରିବଙ୍କୁ ଘର ଯୋଗାଇବାରେ ଫେଲ ମାରିଛି। ଲୋକେ କହୁଛନ୍ତି ରତ୍ନଭଣ୍ଡାର ଚାବି ତାମିଲନାଡ଼ୁ ପଳାଇଛି। ତାମିଲନାଡ଼ୁ କିଏ ନେଇ ପଳାଇଲା ଚାବି ? ଏଭଳି ଲୋକକୁ କ୍ଷମା କରିବେ କି ଓଡ଼ିଶାବାସୀ ? ବିଜେପି ସରକାର ଆସିଲେ ଚାବିର ରାଜ୍ ଖୋଲିବ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ