ଫସିବନି ଆମ୍ବୁଲାନ୍ସ, ଲେଟ ହେବନି ଅଫିସ, NIT ଛାତ୍ରଛାତ୍ରୀଙ୍କ ନୂଆ ଟ୍ରାଫିକ ଡିଭାଇସ
by Argus News
Wed, Apr 17 | 7:29 p.m.

ରାଉଲକେଲା : ଆଉ ରହିବନି ଟ୍ରାଫିକ ସମସ୍ୟା। ଟ୍ରାଫିକ ରେ ବେସୀ ସମୟ ଗାଡ଼ି ଅଟକିବନି। ଭିଡ଼ରେ ଫସିବନି ଆମ୍ବୁଲାନ୍ସ  କି ଲେଟ୍ ହେବନି ଅଫିସ। ଚର୍ଚ୍ଚା ରେ Nit ରାଉଲକେଲା ଛାତ୍ର ଛାତ୍ରୀଙ୍କ ନୂଆ ଡିଭାଇସ୍। ଏହି ଡିଭାଇସ୍ କୁ ତିଆରି କରିବା ପାଇଁ ଲାଗିଛି ଦୀର୍ଘ 5 ବର୍ଷ। ତିଆରି କରିଛନ୍ତି ଏପରି ଏକ ଡିଭାଇସ୍ ଯାହା ଦ୍ଵାରା ଟ୍ରାଫିକ ରେ ଅପର୍ଜୟ ହେବନି ଅଧିକ ସମୟ କି ବାଧା ପ୍ରାପ୍ତ ହେବନି ଜରୁରୀ ସେବା। ଗାଡ଼ି ସଂଖ୍ୟା ଦେଖି ଆପେ ଆପେ ବଦଳିଯିବ ସିଗ୍ନାଲ। ତା ସହ ଟ୍ରାଫିକ ପାର ହେଲେ ଧରାପଡିଯିବ ଅପରାଧୀ।

ଏହି ଡିଭାଇସ୍ ରେ ସିଗ୍ନାଲ ରେ କେତେ ଗାଡ଼ି ରହିଛି ଯଦି ଆମ୍ବୁଲାନ୍ସ ଆସେ କିପରି ଗ୍ରୀନ୍ ସିଗ୍ନାଲ କରି ଆମ୍ବୁଲାନ୍ସ କୁ ଛଡାଯିବ। ଏଥିରେ nit ର ପିଏଚଡି ଛାତ୍ର ଛାତ୍ରୀ ତିଆରି କରିଛନ୍ତି। ଏବଂ ରାଉଲକେଲା ରେ କିପରି ଏହି ଡିଭାଇସ୍ କାମ କରିବା ତାକୁ ନେଇ ଚାଲିଛି ଅନେକ ତର୍ଜମା। ସରକାର ଆପୃଭ କରିଲେ ଏହି ସିଷ୍ଟମ ସବୁଆଡେ ଲାଗି ପାରିବ ବୋଲି କହିଛନ୍ତି ଏନଆଇଟି ପ୍ରଫେସର ଡଃ ସନ୍ତୋଷ କୁମାର ଦାସ।

ଅଧିକ ପଢନ୍ତୁ : ଯୁବଦ୍ୟୋଗୀଙ୍କ ନିଆରା ପ୍ରୟାସ , ଗୋଟିଏ କଲରେ ମିଳିବ ସବୁ ସୁବିଧା..

ଏହି ଡିଭାଇସ୍ ଯଦି ରାଉଲକେଲା ତଥା ସମସ୍ତ ଟ୍ରାଫିକ ସିଗ୍ନାଲ ରେ ଲାଗିବ ତାହାହେଲେ ଅନେକ ମାତ୍ରାରେ ଟ୍ରାଫିକ ସମସ୍ୟା ଦୂର ହୋଇଯିବ। ରାଉଲକେଲା ରୁ କ୍ୟାମେରା ମ୍ୟାନ ରବି ଦାସ୍ ଙ୍କ ସହ ସସ୍ମିତା ପୃଷ୍ଟି ଙ୍କ ରିପୋର୍ଟ ଅର୍ଗସ ନିୟୁଜ୍ । 
 

ବରଗଡ଼ରେ
10m ago
ବରଗଡ଼ରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ମାରାଥନ୍ ପ୍ରଚାର
ଅର୍ଗସ ବ୍ୟୁରୋ: ବରଗଡ଼ରେ ବିଜେପି ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବରଗଡ଼ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ
ଡଙ୍କାରୀରେ ବେଆଇନ୍
25m ago
ଡଙ୍କାରୀରେ ବେଆଇନ୍ ବିସ୍ପୋରଣ , ନେଉଛି ଗୋଟିଏ ପରେ ଗୋଟିଏ ମୁଣ୍ଡ
ଅର୍ଗସ ବ୍ୟୁରୋ: ଡଙ୍କାରୀ ବିସ୍ପୋରଣ ଘଟଣାର ଦ୍ୱିତୀୟ ଦିନରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଏବେବି କଳାପଥର ତଳେ ଚାପି ହୋଇ ରହିଛନ୍ତି ଏକାଧିକ ଶ୍ରମି
ମୋଦିଙ୍କ କଡ଼ା
39m ago
ମୋଦିଙ୍କ କଡ଼ା ଆଭିମୁଖ୍ୟରେ ଶେଷ ହେବ କି ନବୀନଙ୍କ ରାଜତ୍ବ ?
ଅର୍ଗସ ବ୍ୟୁରୋ: ବିଜେପିର ସେଣ୍ଟ୍ରାଲ ଲିଡରସିପ୍ ନଜରରେ ଓଡ଼ିଶା । 19 ତାରିଖରେ ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 19 ତାରିଖ ସନ୍ଧ୍ୟା 7ଟାର