ବାହା ବାହା ନେଉଥିବା ସରକାରଙ୍କ ବିଫଳ ଚିତ୍ର
by Argus News
Mon, Feb 12 | 4:20 p.m.

ଅର୍ଗସ ବ୍ୟୁରୋ: ଶୁଣିଲାନି ବ୍ଲକ ପ୍ରଶାସନ। ଗାଁକୁ ଖଣ୍ଡେ ରାସ୍ତା ନିର୍ମାଣ କରି ପାରିଲେନି ଦୀର୍ଘ ବର୍ଷ ର ସ୍ଥିର ସରକାର। ଆଜି ବି ବାଲିଗୁଡ଼ା ବ୍ଲକ ପରମପାଙ୍ଗା ପଞ୍ଚାୟତ ତଗାପକାଲି  ଗାଁ ଲୋକେ ପାହାଡିଆ ଜଙ୍ଗଲ ରାସ୍ତା ରେ ଯିବା ଆସିବା କରୁଛନ୍ତି। ଗ୍ରାମବାସୀ  ବାରମ୍ବାର ବାଲିଗୁଡ଼ା ବ୍ଲକ ରେ ଅଭିଯୋଗ କରିବା ସତ୍ତ୍ୱେ ଫଳ ଶୂନ। ଫଳରେ ନିଜେ ଖାଲ ଢିପରେ ମାଟି ପକାଇବା ସହ ଚୁଆ ସଫା କରିଛନ୍ତି ଗାଁ ଲୋକେ ।

ନିଜେ ରାସ୍ତା ମରାମତି କରି ବାଲିଗୁଡ଼ା ବ୍ଲକ ପ୍ରଶାସନ ଗାଲ ରେ ମାରିଛନ୍ତି ଶକ୍ତ ଚାପୁଡ଼ା। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଫେଲ ମାରିଛି । ଗୋଟିଏ ପରେ ଗୋଟିଏ ଯୋଜନା କରି ବାହା ବାହା ନେବାରେ ବ୍ୟସ୍ତ ସରକାର, ହେଲେ ହିତାଧିକାରୀ ଏହାର ସୁବିଧା ପାଉନଥିବା ଅଭିଯୋଗ ହୋଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ