ବିଭିନ୍ନ ସମସ୍ୟାକୁ ନେଇ ନୂଆପଡା ଜିଲ୍ଲା ୮ ଘଣ୍ଟିଆ ବନ୍ଦ
by Argus News
Mon, Feb 12 | 9:35 a.m.

ନୂଆପଡା : ଆଜି 8 ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ ଡାକରା । ଜିଲ୍ଲା ଶ୍ରମିକ ମହାସଂଘର ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ବରେ ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲାର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ସହ ଚକ ଅଖ ବନ୍ଦ ସହ ରାସ୍ତା ଘାଟ, ବ୍ୟାଙ୍କ, ବିଦ୍ୟାଳୟ, କାର୍ଯ୍ୟାଳୟ ବନ୍ଦ ରହିଛି । କୋମନା, ଖଡ଼ିଆଳ, ବୋଡ଼େନ୍, ସିନାପାଲି ସମେତ ଜିଲ୍ଲା ମୁଖ୍ୟାଳୟରେ ବନ୍ଦ ଡାକରା ଦେଇ ଜିଲ୍ଲା ବନ୍ଦ କରିଛି ଜିଲ୍ଲା ଶ୍ରମିକ ମହାସଂଘ ।

ଅଧିକ ପଢନ୍ତୁ ଓଡିଶା ଖବର

ନିର୍ମାଣ, ମନରେଗା, ଦାଦନ ଓ ପ୍ରବାସୀ ଶ୍ରମିକ, କେନ୍ଦୁପତ୍ର ତୋଳାଳୀ ଓ ସିଜିନାଲ୍ ଷ୍ଟାଫ, ଅଙ୍ଗନୱାଡି କର୍ମୀ, ଧାନ ମଣ୍ଡିରେ କାର୍ଯ୍ୟରତ ହେମାଲ ଓ ବେରୋଜଗାର ଯୁବକ ଯୁବତୀଙ୍କ ସମସ୍ୟାର ସମାଧାନ ପାଇଁ ବନ୍ଦ ଡାକରା ଦିଆଯାଇଛି । ସେହିପରି ୨୪ ବର୍ଷର ସ୍ଥାଣୁ, ଅପାରଗ, ନିଷ୍କ୍ରିୟ ବିଜେଡି ସରକାର ବିରୁଦ୍ଧରେ ଜିଲ୍ଲାର ଶ୍ରମିକ ବର୍ଗର ପୁଞ୍ଜିଭୁତ ଆକ୍ରୋଶ ଓ ଅସନ୍ତୋଷର ରଣହୁଙ୍କାର ବୋଲି ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଚ୍ଛି ଜିଲ୍ଲା ଶ୍ରମିକ ମହାସଂଘ ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ