କଂଟାବାଞ୍ଜିରେ ଜାତୀୟସ୍ତରୀୟ ଖୋଖୋ ପ୍ରତିଯୋଗିତା ଗୁଜରାଟକୁ ହରାଇ ଓଡିଶା ଚାମ୍ପିୟନ୍
by Argus News
Sun, Oct 20 | 4:16 p.m.

ଅର୍ଗସ ବ୍ୟୁରୋ:କଂଟାବାଞ୍ଜିରେ ଜାତୀୟସ୍ତରୀୟ ଖୋଖୋ ପ୍ରତିଯୋଗିତା ଗୁଜରାଟକୁ ହରାଇ ଓଡିଶା ଚାମ୍ପିୟନ୍। ବଲାଙ୍ଗୀର କଂଟାବାଞ୍ଜି ରେଳବାଇ ଖେଳପଡିଆ ଠାରେ ଗତ ଦୁଇ ଦିନ ହେଲା ଜାତୀୟ ସ୍ତରୀୟ ୭ବ୍ଲକ ଖୋକୋ ପ୍ରତଯୋଗିତା ଚାଲିଥିଲା । ତେବେ ଫାଇନାଲ୍ ଖେଳ ସହ ଉଦ୍‌ଯାପିତ ହୋଇଛି । ଏହି ଉଦ୍‌‌ଯାପନି ଉତ୍ସବରେ ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ ମୁକେଶ ମହାଳିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଲେ ସମ୍ନାନିତ ଅତିଥି ଭାବେ କଂଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଜିଲ୍ଲା ସଭାପତି ଶିବାଜୀ ମହାନ୍ତି  ପ୍ରମୁଖ ମଂଚାସିନ ରହିଥିଲେ । ଫାଇନାଲ ମ୍ୟାଚରେ ପୁରୁଷ ଗୁଜରାଟ ଓ ଓଡିଶା  ମଧ୍ୟରେ ହୋଇଥିବା ବେଳେ ଓଡିଶା ଦଳ ଏଥିରେ ବିଜୟ ହାସଲ କରି ଚାମ୍ପିୟନ ହୋଇଛି ।  ତେବେ ମୁଖ୍ୟ ଅତିଥି ଶ୍ରୀ ମହାଳିଙ୍ଗଙ୍କ ଦ୍ୱାରା ଦୁଇ ଦଳକୁ ଟ୍ରଫି ସହ ମାନପତ୍ର ଦେଇ ସମ୍ନାନିତ କରିଥିଲେ

ଶତକ ମାରି ଚମକାଇଲେ
ଶତକ ମାରି ଚମକାଇଲେ ଅଲରାଉଣ୍ଡର: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଟିମରେ ସାମିଲ କଲା ବିସିସିଆଇ
ଅର୍ଗସ ବ୍ୟୁରୋ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ବେଙ୍ଗାଲୁରୁ ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତକୁ ୮ ଉଇକେଟରେ ପରାଜୟର ସାମ୍ନ
ଜମ୍ମୁ ଓ କଶ୍ମୀରରେ
ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ୨ ପ୍ରବାସୀ ଶ୍ରମିକ ମୃତ
ଅର୍ଗସ ବ୍ୟୁରୋ: ଜମ୍ମୁ-କଶ୍ମୀରର ଗନ୍ଦରବଲ ଜିଲ୍ଲା ଗଗନଗିରିର ସୋନମର୍ଗ ଅଞ୍ଚଳରେ ଜେଡ୍-ମୋଡ୍ ଟନେଲ ନିକଟରେ ଏକ ଗୁଳିବିନିମୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ସନ୍ଦିଗ୍
ରାଜସ୍ୱ ବିଭାଗ
ରାଜସ୍ୱ ବିଭାଗ ଅଧିକାରୀ ଅବହେଳା କଲେ ହେବ କଡ଼ା ଆକ୍ସନ
ଅର୍ଗସ ବ୍ୟୁରୋ: ଆଉ ଚଳିବନି ଅଫିସରଙ୍କ ମନମାନି। ନିର୍ଦ୍ଦିଷ୍ଟ ସମୟ ଭିତରେ ଲୋକଙ୍କୁ ସେବା ଯୋଗାଇବାକୁ ବାଧ୍ୟ ସରକାରୀ ଅଧିକାରୀ। ଏ ଦିଗରେ ବଡ଼ ପଦକ୍ଷେପ ନେଇଛି ରାଜସ୍ବ ବିଭାଗ। ବିଭା