OCS ପ୍ରିଲିମନାରୀ ପରୀକ୍ଷା ଘୁଞ୍ଚିଲା
by Argus News
Wed, Oct 23 | 2:48 p.m.

ଅର୍ଗସ ବ୍ୟୁରୋ: OCS ପ୍ରିଲିମନାରୀ ପରୀକ୍ଷା ଘୁଞ୍ଚିଲା । OPSC ପରିଚାଳିତ OCS ପ୍ରିଲିମନାରୀ ପରୀକ୍ଷା ଘୁଞ୍ଚିଲା । OCS ପ୍ରିଲିମନାରୀ ପରୀକ୍ଷା ଆସନ୍ତା 27ରେ ହେବାର ଥିଲା । ସପ୍ତାହେ ପରେ ସାନି ତାରିଖ ଘୋଷଣା ହେବା ନେଇ ବିଜ୍ଞପ୍ତି ପ୍ରକାଶ ହୋଇଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆୟାଇଛି । ଓଡିଶା ଲୋକସେବା ଆୟୋଗ ପକ୍ଷରୁ ଏନେଇ ସୂଚନା ଜାରି ହୋଇଛି । opsc.gov.in  ୱେବ୍ ସାଇଟ୍ ରେ ଆଶାୟୀ ପ୍ରାର୍ଥୀ ଅଧିକ ସୂଚନା ପାଇପାରିବେ ।  

ଓପିଏସସି ପକ୍ଷରୁ ଆଡମିଟ୍ କାର୍ଡ ରିଲିଜ୍ ହୋଇସାରିଥିଲା । ଦୁଇଟି ସିଟିଂ ରେ ପରୀକ୍ଷା ହେବାକୁ ଥିବାବେଳେ ସମ୍ବାବ୍ୟ ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । 

CYCLONE UPDATE
21m ago
ସାମୁଦ୍ରିକ ଜୁଆର ପ୍ରଭାବରେ ସ୍ଥଳଭାଗକୁ ଲୁଣିପାଣି ମାଡ଼ିପାରେ - IMD ନିର୍ଦ୍ଦେଶକ
ଅର୍ଗସ ବ୍ୟୁରୋ: ଉତ୍ତର ଓ ପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ଆସନ୍ତାକାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟା ହେବ । ଧାମରା-ଭିତରକନିକା ପାଖାପାଖି ଉପକୂଳ ଅତିକ୍ରମ କରିବ । ଉପକୂଳିଆ ଅଞ୍ଚ
‘ଦାନା’ ପାଇଁ
47m ago
‘ଦାନା’ ପାଇଁ ନନ୍ଦନକାନନ ବନ୍ଦ
ଅର୍ଗସ ବ୍ୟୁରୋ: ବେଳକୁ ବେଳ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଏହାକୁ ନେଇ ରାଜ୍ୟର ଉପକୂଳିଆ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଏବ
ବିବାହର ୯ ବର୍ଷ
52m ago
ବିବାହର ୯ ବର୍ଷ ପରେ ମାଆ ହେଲେ ଦ୍ରଷ୍ଟି ଧାମୀ
ଅର୍ଗସ ବ୍ୟୁରୋ: ଟେଲି ଅଭିନେତ୍ରୀ ଦ୍ରଷ୍ଟି ଧାମୀ। ବର୍ତ୍ତମାନ ସେ ମାଆ ହୋଇଛନ୍ତି। ବିବାହର ୮ ବର୍ଷ ପରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ୨୨ ଅକ୍ଟୋବର ୨୦୨୪ରେ ସେମାନଙ୍କ ଘର