ଜାତୀୟ ହାର ତୁଳନାରେ ଓଡିଶା ୧୨.୪ ପ୍ରତିଶତ ପଛୁଆ
by Argus News
Wed, Jul 24 | 7:16 p.m.

ଅର୍ଗସ ବ୍ୟୁରୋ : ଉପସ୍ଥାପିତ ହେଲା ଓଡ଼ିଶାର ୨୦୨୩-୨୪ ଅର୍ଥନୈତିକ ସର୍ଭେ ରିପୋର୍ଟ।  ରାଜ୍ୟର ଅଭିବୃଦ୍ଧି ହାର ୮.୫  ପ୍ରତିଶତ ହେବା ନେଇ ଆକଳନ । ୨୦୨୨-୨୩ ରେ ଅଭିବୃଦ୍ଧି ହାର ଥିଲା ୭.୯% । ଓଡ଼ିଶାର ମୁଣ୍ଡପିଛା ଆୟ ୧ ଲକ୍ଷ ୬୧ ହଜାର ୪୩୭,  ଜାତୀୟ ମୁଣ୍ଡପିଛା ଆୟଠାରୁ ଓଡ଼ିଶାର ଆୟ ୧୨.୪ % କମ୍ । ବହୁବିଧ ଦାରିଦ୍ର୍ୟ ମୁଣ୍ଡଗଣତି ଅନୁସାରେ ଓଡ଼ିଶା ଷଷ୍ଠ ସ୍ଥାନରେ 17ଟି ରାଜ୍ୟ ଭିତରୁ ଓଡ଼ିଶା ଷଷ୍ଠ ସ୍ଥାନରେ ରହିଛି । କୃଷି ଅଭିବୃଦ୍ଧି ହାର 2023-24ରେ 3.5% ରହିବା ନେଇ ଆକଳନ

ଅଧିକ ପଢନ୍ତୁ : ଅର୍ଥନୈତିକ ସର୍ଭେ ରିପୋର୍ଟ ; ବିକାଶ ପଥରେ ଭାରତ

ରାଜ୍ୟର ଚାଷୀଙ୍କ ଆୟ ବୃଦ୍ଧି ଉପରେ ସର୍ଭେ ରିପୋର୍ଟରେ ଗୁରୁତ୍ୱ । ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ହାର 8.7% ରହିବା ନେଇ ଆକଳନ।  ସେବା କ୍ଷେତ୍ରରେ ଅଭିବୃଦ୍ଧି ହାର 9.2% ରହିବା ନେଇ ସର୍ଭେ ରିପୋର୍ଟରେ ଆକଳନ ।

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା