ବେଆଇନ ଖଣି ଉତ୍ତୋଳନକାରୀଙ୍କୁ ଓଡ଼ିଶା ସରକାରଙ୍କ ଅହେତୁକ ଅନୁକଂପା
by Argus News
Wed, Dec 06 | 3:24 p.m.

ଅର୍ଗସ ବ୍ୟୁରୋ : ବେଆଇନ ଖଣି ଉତ୍ତୋଳନକାରୀଙ୍କୁ ଓଡ଼ିଶା ସରକାରଙ୍କ ଅହେତୁକ ଅନୁକଂପା । ପୁଣିଥରେ ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ସୁପ୍ରିମକୋର୍ଟ । ଅଗଷ୍ଟ ୧୪ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଫାଇନ୍ ଅର୍ଥ ଆଦାୟ ହୋଇଛି ନା ନାହିଁ ଲିଜଧାରୀଙ୍କ ସଂପତ୍ତି ବାଜ୍ୟାପ୍ତ ହୋଇଛି ନା ନାହିଁ ସେ ନେଇ ଉତ୍ତର ରଖିବାକୁ କହିଛନ୍ତି ସୁପ୍ରିମକୋର୍ଟ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆସନ୍ତା ୨ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ପୂର୍ବରୁ ଅଗଷ୍ଟ ୧୪ରେ ସୁପ୍ରିମକୋର୍ଟ ଫାଇନ୍ ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ତଥ୍ୟ ରଖାଯାଇଥିଲା ଖଣି ଳିଜଧାରୀଙ୍କ ପାଖରୁ ସୁଧକୁ ବାଦ ଦେଇ ୨,୬୨୨ କୋଟି ଟଙ୍କା ଆଦାୟ ହୋଇପାରିନାହିଁ । 

ବେଆଇନ୍ ଖଣି ଖନନ କରିଥିବା ୨୬ ଲିଜଧାରୀଙ୍କ ଠାରୁ ରାଜ୍ୟ ସରକାର ମାତ୍ର ୩୪୩ କୋଟି ଟଙ୍କା ହିଁ ଆଦାୟ କରିପାରିଥିଲେ । ସୁପ୍ରିମକୋର୍ଟ ତାଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ଭାବେ କେତେ ଟଙ୍କା ଆଦାୟ କରିଛନ୍ତି କେବେ ସୁଦ୍ଧା ସବୁ ଆଦାୟ ହେବ ଓ ସଂପତ୍ତି ବାଜ୍ୟାପ୍ତି ହେବେ ସେ ନେଇ ଉତ୍ତର ରଖିବାକୁ କହିଛନ୍ତି ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ