ଟ୍ରକ ଵାଇକ ମୁହାଁ ମୁହିଁ ଧକ୍କା ,ଜଣେ ମୃତ
by Argus News
Sun, Apr 21 | 11:41 a.m.

ଆନନ୍ଦପୁର: ଟ୍ରକ ଵାଇକ ମୁହାଁ ମୁହିଁ ଧକ୍କା ,ଘଚଣା ସ୍ଥଳରେ ଵାଇକ ଆରୋହୀଙ୍କର ମୃତ୍ୟ ଘଟିଛି । ସୂଚନାନୁଯାୟୀ ଆନନ୍ଦପୁର ଵ୍ଲକ ଛକ ଠାରେ ଘଟିଛି ଦୁର୍ଘଟଣା । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟ ଘଟିଛି । ମୃତକ ଜଣକ ହେଉଛନ୍ତି ପଦ୍ମପୁର ଗାଁର ଆକାଶ ସାହୁ । ଆକାଶ ଆନନ୍ଦପୁର ଆଡୁ ଆସୁଥିଵା ଵେଳେ ସମ୍ନାରୁ ଏକ ହାର୍ଭେଷ୍ଟର ମେସିନ୍ ବୋଝେଇ ଟ୍ରକ ଆସୁଥିଵା ଵେଳେ ମୁହାଁ ମୁହଁ ଧକ୍କା ହୋଇଥିଲା । ଫଳରେ ଘଚଣା ସ୍ଥଳରେ ଵାଇକ ଆରୋହୀଙ୍କର ମୃତ୍ୟ ଘଟିଥିଲା ।ସେହି ଜାଗାରେ ଦୁର୍ଘଟଣା  ଏହା ପ୍ରଥମ ଥର ପାଇଁ ଆଗତି ଅନେକ ଥର ମଧ୍ୟ ହୋଇଛି । lଏହି ଛକଠାରେ ରାସ୍ତା ବଙ୍କାଣିଆ ହୋଇଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଜୀବନ ଯାଇଛି l ଛକ ଠାରେ ଥିବା ରାସ୍ତା ଉପରେ ତୁରନ୍ତ ହମ୍ସ ନିର୍ମାଣ ପାଇଁ ଦାବି କରିଛନ୍ତି ସ୍ଥାନିୟ ଵାସିନ୍ଦା 

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ