ଅଲମ୍ପିକ୍ସ ୨୦୨୪: ତୀରନ୍ଦାଜି କ୍ୱାର୍ଟର ଫାଇନାଲରେ ପ୍ରବେଶ କଲା ଭାରତ
by Argus News
Fri, Jul 26 | 12:22 p.m.


ଅର୍ଗସ ବ୍ୟୁରୋ:ପ୍ୟାରିସ ଅଲମ୍ପିକ୍ସ ୨୦୨୪ ଆରମ୍ଭ ହୋଇଯାଇଥିବାବେଳେ ତୀରନ୍ଦାଜିରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଭାରତୀୟ ପୁରୁଷ ଟିମ୍ । ଉଦଘାଟନର ଗୋଟିଏ ଦିନ ପୂର୍ବରୁ 
ଅର୍ଥାତ ଜୁଲାଇ ୨୫ରେ ଭାରତ ତାର ଅଭିଯାନ ଆରମ୍ଭ କରିଥିଲା।ଭାରତୀୟ ପୁରୁଷ ଦଳ ମଧ୍ୟ ତୃତୀୟ ସ୍ଥାନ ଅଧିକାର କରି କ୍ବାର୍ଟରରେ ପ୍ରବେଶ କରିଛନ୍ତି।

ଟିମ ରାକିଂ ଇଭେଣ୍ଟରେ ଭାରତୀୟ ପୁରୁଷ ଟିମ ଦମଦାର ପ୍ରଦର୍ଶନ କରିଥିଲା। ତରୁନଦୀପ ରାୟ, ଧୀରଜ ଓ ପ୍ରବୀଣ ଯାଦବଙ୍କୁ ନେଇ ଗଠିତ ଭାରତୀୟ ଟିମ ମୋଟ ୨୦୧୩ ପଏଣ୍ଟ ହାସଲ କରିଛନ୍ତି। ଭାରତୀୟଙ୍କ ମଧ୍ୟରେ ବ୍ୟକ୍ତିଗତ ବର୍ଗରେ  ଧୀରଜ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ବ୍ୟକ୍ତିଗତ ରାଙ୍କିଙ୍ଗର ୪ର୍ଥ ସ୍ଥାନରେ ନିଜର ଅଭିଯାନ ଶେଷ କରିଛନ୍ତି। ସେ ମୋଟ ୬୮୧ ପଏଣ୍ଟ ହାସଲ କରିଛନ୍ତି। ଭାରତୀୟ ମିଶ୍ରିତ ଦଳ ମଧ୍ୟ ରାଉଣ୍ଡ୍‌ ଅଫ୍ ୧୬ରେ ସ୍ଥାନ ସୁରକ୍ଷିତ କରି ନେଇଛି। ତୀରନ୍ଦାଜିରେ ଭାରତର ପଦକ ଆଶା ରହିଛି। 
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା